ଭୁବନେଶ୍ୱର ଓ ପୁରୀରେ ରାହାଗିରି ଦିବସ

ପୁରୀ/ଭୁବନେଶ୍ୱର: ପୁରୀରେ ଆଜି ରାହାଗିରି ପାଳିତ ହୋଇଛି। ଏଥିରେ ଶହଶହ ସଂଖ୍ୟାରେ ଲୋକେ ଭାଗ ନେଇଥିଲେ। ପିଲାଠୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ରାହାଗିରିର ମଜା ନେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରକାର ନାଚ, ଗୀତ, କ୍ରୀଡ଼ା କୌଶଳ ଏବଂ କଳା ନୈପୁଣ୍ୟ ପ୍ରଦର୍ଶନ କରାଯାଇଛି। ଆଜି ପୁରୀ ରାହାଗିରି ଦିବସରେ ଓଲିଉଡ୍ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ଦେଖିବାକୁ ମିଳିଥିଲା। ସେହିପରି ଭୁବନେଶ୍ୱରରେ ରାହାଗିରି ଦିବସ ପାଳିତ ହୋଇଛି। ରାହାଗିରି ଦିବସରେ  ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ […]

rahagiri dibas

Rakesh Mallick
  • Published: Sunday, 13 March 2016
  • , Updated: 13 March 2016, 06:40 AM IST

ପୁରୀ/ଭୁବନେଶ୍ୱର: ପୁରୀରେ ଆଜି ରାହାଗିରି ପାଳିତ ହୋଇଛି। ଏଥିରେ ଶହଶହ ସଂଖ୍ୟାରେ ଲୋକେ ଭାଗ ନେଇଥିଲେ। ପିଲାଠୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ରାହାଗିରିର ମଜା ନେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରକାର ନାଚ, ଗୀତ, କ୍ରୀଡ଼ା କୌଶଳ ଏବଂ କଳା ନୈପୁଣ୍ୟ ପ୍ରଦର୍ଶନ କରାଯାଇଛି। ଆଜି ପୁରୀ ରାହାଗିରି ଦିବସରେ ଓଲିଉଡ୍ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ଦେଖିବାକୁ ମିଳିଥିଲା।

ସେହିପରି ଭୁବନେଶ୍ୱରରେ ରାହାଗିରି ଦିବସ ପାଳିତ ହୋଇଛି। ରାହାଗିରି ଦିବସରେ  ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମଜା ନେଇଛନ୍ତି।

 

Related story