ଭୁବନେଶ୍ୱରରେ ରାହାଗିରି

ଭୁବନେଶ୍ୱର: ପ୍ରତି ରବିବାର ଭଳି ଏଥର ମଧ୍ୟ  ଭୁବନେଶ୍ୱରରେ ରାହାଗିରି ଦିବସ ପାଳନ କରାଯାଇଛି। ଏଥିପାଇଁ ଆଜି ସକାଳେ ରାମ ମନ୍ଦିର ଛକରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଲୋକଙ୍କ  ଭିଡ଼  ଦେଖିବାକୁ ମିଳିଥିଲା। ସବୁଥର ପରି ଏଥର ମଧ୍ୟ ରାହାଗିରି ଦିବସରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଖେଳକୁଦ ଆଦି କରାଯାଇଥିଲା।

r

Rakesh Mallick
  • Published: Sunday, 20 March 2016
  • , Updated: 20 March 2016, 06:16 AM IST

Related story