ଖୋର୍ଦ୍ଧା: ଟ୍ରକ୍-଼ଅଟୋ ଧକ୍କାରେ ଜଣେ ମୃତ, ୪ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଗଙ୍ଗପଡ଼ା ଟୋଲଗେଟ୍ ନିକଟରେ ସୋମବାର ଟ୍ରକ ସହ ଅଟୋ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

khodha

Rakesh Mallick
  • Published: Monday, 15 February 2016
  • , Updated: 15 February 2016, 07:00 AM IST

Related story