ଭୁବନେଶ୍ୱର: ଗୁରୁ ଇନ ରେସିଡେନ୍ସ ଉଦଯାପିତ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ୫ଦିନ ଧରି ଚାଲିଥିବା ଗୁରୁ ଇନ୍ ରେସିଡେନସ୍ କାର୍ଯ୍ୟକ୍ରମ ଶୁକ୍ରବାର ଉଦଯାପିତ ହୋଇଯାଇଛି। ସ୍ପିକମାକେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦିଲ୍ଲୀର କଥକ ନୃତ୍ୟଗୁରୁ ପଣ୍ଡିତ ରାଜେନ୍ଦ୍ର ଗଙ୍ଗାନୀ ଯୋଗଦେଇ ୫ଦିନ ଧରି ଭୁବନେଶ୍ୱରର ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ କଥକ ନୃତ୍ୟ ଶିକ୍ଷା ଦେଇଥିଲେ। ଏଥିରେ ଭୁବନେଶ୍ୱରର ବିଭିନ୍ନ ସ୍କୁଲ ଓ କଲେଜର ୫୩ଜଣ ଛାତ୍ରଛାତ୍ରୀ ଯୋଗଦେଇ ନୃତ୍ୟ ଶିକ୍ଷା କରିଥିଲେ। ଉଦଯାପନୀ ସନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କ […]

sai

Rakesh Mallick
  • Published: Saturday, 26 September 2015
  • , Updated: 26 September 2015, 05:09 AM IST

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ୫ଦିନ ଧରି ଚାଲିଥିବା ଗୁରୁ ଇନ୍ ରେସିଡେନସ୍ କାର୍ଯ୍ୟକ୍ରମ ଶୁକ୍ରବାର ଉଦଯାପିତ ହୋଇଯାଇଛି। ସ୍ପିକମାକେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦିଲ୍ଲୀର କଥକ ନୃତ୍ୟଗୁରୁ ପଣ୍ଡିତ ରାଜେନ୍ଦ୍ର ଗଙ୍ଗାନୀ ଯୋଗଦେଇ ୫ଦିନ ଧରି ଭୁବନେଶ୍ୱରର ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ କଥକ ନୃତ୍ୟ ଶିକ୍ଷା ଦେଇଥିଲେ। ଏଥିରେ ଭୁବନେଶ୍ୱରର ବିଭିନ୍ନ ସ୍କୁଲ ଓ କଲେଜର ୫୩ଜଣ ଛାତ୍ରଛାତ୍ରୀ ଯୋଗଦେଇ ନୃତ୍ୟ ଶିକ୍ଷା କରିଥିଲେ। ଉଦଯାପନୀ ସନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ସହିତ ନୃତ୍ୟଗୁରୁ ପଣ୍ଡିତ ରାଜେନ୍ଦ୍ର ଗଙ୍ଗ।ନୀ କଥକ ନୃତ୍ୟ ପରିବେଷଣ କରିଥିଲେ।

Related story