କଟକ: ବିଶୃଙ୍ଖଳା ସୃଷ୍ଟି କରୁଥିବା ଛାତ୍ରଛାତ୍ରୀଙ୍କୁ ବର୍ଷକ ପାଇଁ ପରୀକ୍ଷାରୁ ବଞ୍ଚିତ କଲେ ରେଭେନ୍ସା କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଧମକ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ବିଶୃଙ୍ଖଳା ସୃଷ୍ଟି କରିବା କାରଣରୁ କିଛି ଛାତ୍ରଛାତ୍ରୀଙ୍କୁ କର୍ତ୍ତୃପକ୍ଷ ଏକ ବର୍ଷ ପାଇଁ ପରୀକ୍ଷା ଦେବାରୁ ବଞ୍ଚିତ କରିଛନ୍ତି। ବିଭିନ୍ନ ସମୟରେ ଏହି ଛାତ୍ର ଛାତ୍ରୀମାନେ ଭିନ୍ନ ଭିନ୍ନ କାରଣ ପାଇଁ ଆନ୍ଦୋଳନ କରିବା ସହିତ ବିଶୃଙ୍ଖଳା ସୃଷ୍ଟି କରିଥିବା ରେଭେନ୍ସା କର୍ତ୍ତୃପକ୍ଷ ଅଭିଯୋଗ କରିବା ସହିତ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ଏହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ। କର୍ତ୍ତୃପକ୍ଷ ତୁରନ୍ତ ନିଜ ନିଷ୍ପତ୍ତିରୁ ଓହରି ଯିବା ପାଇଁ ଛାତ୍ରଛାତ୍ରୀମାନେ […]

ravenshaw

ravenshaw

Rakesh Mallick
  • Published: Thursday, 27 August 2015
  • Updated: 27 August 2015, 01:11 PM IST

Sports

Latest News

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ବିଶୃଙ୍ଖଳା ସୃଷ୍ଟି କରିବା କାରଣରୁ କିଛି ଛାତ୍ରଛାତ୍ରୀଙ୍କୁ କର୍ତ୍ତୃପକ୍ଷ ଏକ ବର୍ଷ ପାଇଁ ପରୀକ୍ଷା ଦେବାରୁ ବଞ୍ଚିତ କରିଛନ୍ତି। ବିଭିନ୍ନ ସମୟରେ ଏହି ଛାତ୍ର ଛାତ୍ରୀମାନେ ଭିନ୍ନ ଭିନ୍ନ କାରଣ ପାଇଁ ଆନ୍ଦୋଳନ କରିବା ସହିତ ବିଶୃଙ୍ଖଳା ସୃଷ୍ଟି କରିଥିବା ରେଭେନ୍ସା କର୍ତ୍ତୃପକ୍ଷ ଅଭିଯୋଗ କରିବା ସହିତ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ଏହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ। କର୍ତ୍ତୃପକ୍ଷ ତୁରନ୍ତ ନିଜ ନିଷ୍ପତ୍ତିରୁ ଓହରି ଯିବା ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଛାତ୍ର ପ୍ରମୋଦ କୁମାର ରାଉତ କହିଛନ୍ତି। ଏ ସମ୍ପର୍କରେ ରେଭେନ୍ସା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos