ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶ୍ରୀକୃଷ୍ଣ

ବ୍ରହ୍ମଗିରି: ବ୍ରହ୍ମଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ବିଜେଡି ନେତା ଶ୍ରୀକୃଷ୍ଣ ଚନ୍ଦ୍ର ରାଓ ବିଧିବଦ୍ଧ ଭାବେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତିଙ୍କୁ ପ୍ରଦାନ କରିଛନ୍ତି। ପଞ୍ଚାୟତ ନିର୍ବାଚନରେ ଦଳ ତାଙ୍କ ପ୍ରତି ଅବିଚାର କରିଥିବା ସେ ଅଭିଯୋଗ କରିଛନ୍ତି। ଏଠାକାର ବିଜେଡି ମୁଖିଆ ମନମୁଖୀ କାର୍ଯ୍ୟ କରୁଥିବାରୁ ଇସ୍ତଫା ଦେଇଥିବା ସେ କହିଛନ୍ତି।  

Mahes

Rakesh Mallick
  • Published: Tuesday, 17 January 2017
  • , Updated: 17 January 2017, 07:13 PM IST

ବ୍ରହ୍ମଗିରି: ବ୍ରହ୍ମଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ବିଜେଡି ନେତା ଶ୍ରୀକୃଷ୍ଣ ଚନ୍ଦ୍ର ରାଓ ବିଧିବଦ୍ଧ ଭାବେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତିଙ୍କୁ ପ୍ରଦାନ କରିଛନ୍ତି।

ପଞ୍ଚାୟତ ନିର୍ବାଚନରେ ଦଳ ତାଙ୍କ ପ୍ରତି ଅବିଚାର କରିଥିବା ସେ ଅଭିଯୋଗ କରିଛନ୍ତି।

ଏଠାକାର ବିଜେଡି ମୁଖିଆ ମନମୁଖୀ କାର୍ଯ୍ୟ କରୁଥିବାରୁ ଇସ୍ତଫା ଦେଇଥିବା ସେ କହିଛନ୍ତି।

 

Related story