ବିଜେଡିରେ ମିଶିଲେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଓ ବିଜେପିର ଅନେକ ନେତା ଓ କର୍ମୀ

ଭୁବନେଶ୍ୱର: ବିଜେଡିରେ ମିଶିଲେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଓ ବିଜେପିର କିଛି ନେତା ଓ କର୍ମୀ। ଏମାନଙ୍କ ମଧ୍ୟରେ ଅଛନ୍ତି ନାରାୟଣପୁର, ଇନ୍ଦ୍ରାକ୍ଷୀ ଓ ଗଁଜୁ ଗ୍ରାମ ପଞ୍ଚାୟତର ସରପଞ୍ଚ, କନିଶୀ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ, ଇନ୍ଦ୍ରାକ୍ଷୀ ଓ ନାରାୟଣପୁର ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ। ଗୋପାଳପୁର ବିଧାୟକ ତଥା ଉଚ୍ଚଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ନେତୃତ୍ୱରେ ଶୁକ୍ରବାର ନବୀନ ନିବାସରେ ଶତାଧିକ କର୍ମୀ ଏହି କଂଗ୍ରେସ ଏବଂ ବିଜେପି ନେତାମାନେ ବିଜେଡିରେ ଯୋଗ ଦେଇଛନ୍ତି। […]

bjd

Rakesh Mallick
  • Published: Saturday, 05 December 2015
  • , Updated: 05 December 2015, 02:51 AM IST

ଭୁବନେଶ୍ୱର: ବିଜେଡିରେ ମିଶିଲେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଓ ବିଜେପିର କିଛି ନେତା ଓ କର୍ମୀ। ଏମାନଙ୍କ ମଧ୍ୟରେ ଅଛନ୍ତି ନାରାୟଣପୁର, ଇନ୍ଦ୍ରାକ୍ଷୀ ଓ ଗଁଜୁ ଗ୍ରାମ ପଞ୍ଚାୟତର ସରପଞ୍ଚ, କନିଶୀ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ, ଇନ୍ଦ୍ରାକ୍ଷୀ ଓ ନାରାୟଣପୁର ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ। ଗୋପାଳପୁର ବିଧାୟକ ତଥା ଉଚ୍ଚଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ନେତୃତ୍ୱରେ ଶୁକ୍ରବାର ନବୀନ ନିବାସରେ ଶତାଧିକ କର୍ମୀ ଏହି କଂଗ୍ରେସ ଏବଂ ବିଜେପି ନେତାମାନେ ବିଜେଡିରେ ଯୋଗ ଦେଇଛନ୍ତି। ଏହାଦ୍ୱାରା ଗୋପାଳପୁରରେ ବିଜେଡି ଅଧିକ ସୁଦୃଢ ହେବ ବୋଲି ବିଧାୟକ କହିଛନ୍ତି।

Related story