ସ୍ଥାୟୀ ଜମିପଟା ପ୍ରଦାନ ଦାବିରେ ସଂଗ୍ରାମ ସମିତିର ବୁର୍ଲା ବନ୍ଦ

ସମ୍ବଲପୁର: ସ୍ଥାୟୀ ଜମିପଟା ପ୍ରଦାନ ଦାବିରେ ଆଜି ବୁର୍ଲା ସଂଗ୍ରାମ ସମିତି ପକ୍ଷରୁ ବୁର୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ବୁର୍ଲା ସହରରେ ଦୋକାନ ବଜାର ବନ୍ଦ ରହିବା ସହିତ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ସ୍କୁଲ୍, କଲେଜ ସମେତ ବିଭିନ୍ନ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିଛି। ବୁର୍ଲା ସଂଗ୍ରାମ ସମିତିର ସଦସ୍ୟମାନେ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ବନ୍ଦ ସତ୍ତ୍ୱେ ବୁର୍ଲା ବଡ଼ ମେଡିକାଲରେ ରୋଗୀ ସେବା ଉପରେ […]

burla-bandh

burla-bandh

Rakesh Mallick
  • Published: Thursday, 04 February 2016
  • Updated: 04 February 2016, 04:49 AM IST

Sports

Latest News

ସମ୍ବଲପୁର: ସ୍ଥାୟୀ ଜମିପଟା ପ୍ରଦାନ ଦାବିରେ ଆଜି ବୁର୍ଲା ସଂଗ୍ରାମ ସମିତି ପକ୍ଷରୁ ବୁର୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ବୁର୍ଲା ସହରରେ ଦୋକାନ ବଜାର ବନ୍ଦ ରହିବା ସହିତ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ସ୍କୁଲ୍, କଲେଜ ସମେତ ବିଭିନ୍ନ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିଛି। ବୁର୍ଲା ସଂଗ୍ରାମ ସମିତିର ସଦସ୍ୟମାନେ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ବନ୍ଦ ସତ୍ତ୍ୱେ ବୁର୍ଲା ବଡ଼ ମେଡିକାଲରେ ରୋଗୀ ସେବା ଉପରେ ପ୍ରଭାବ ପଡ଼ି ନାହିଁ।

ବୁର୍ଲା ସହରାଞ୍ଚଳରେ ବର୍ଷ ବର୍ଷ ଧରି ରହିଆସୁଥିବା ଲୋକଙ୍କୁ ସ୍ଥାୟୀ ପଟା ମିଳି ନଥିବା ଅଭିଯୋଗ କରିଛି ସଂଗ୍ରାମ ସମିତି। ତେଣୁ ଏମାନଙ୍କୁ ତୁରନ୍ତ ସ୍ଥାୟୀ ପଟା ଯୋଗାଇ ଦେବାକୁ ଦାବି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story