ଯାଜପୁର: ବସପଛକୁ ଧକ୍କା ଦେଲା ଟ୍ରକ,୨୦ ଆହତ,୩ ଗୁରୁତର

ଯାଜପୁର:  ଯାଜପୁର ପାଣିକୋଇଲି ଥାନା ସୋତି ନିକଟରେ ଦୁର୍ଘଟଣା ଘଟିଛି। ଅନୁଗୋଳରୁ କୋଲକାତା ଯାଉଥିବା ଡାଇନା ନାମକ ବସକୁ ପଛପଟୁ ଏକ ଟ୍ରକ ଧକ୍କା ଦେବାରୁ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

jajpur accident

jajpur accident

Rakesh Mallick
  • Published: Wednesday, 09 September 2015
  • Updated: 09 September 2015, 02:53 AM IST

Sports

Latest News

ଯାଜପୁର:  ଯାଜପୁର ପାଣିକୋଇଲି ଥାନା ସୋତି ନିକଟରେ ଦୁର୍ଘଟଣା ଘଟିଛି। ଅନୁଗୋଳରୁ କୋଲକାତା ଯାଉଥିବା ଡାଇନା ନାମକ ବସକୁ ପଛପଟୁ ଏକ ଟ୍ରକ ଧକ୍କା ଦେବାରୁ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos