ସମ୍ବଲପୁର: ଚୋରା କିରୋସିନ୍ ନେଟୱାର୍କ ଠାବ,୩ ଅଟକ

ସମ୍ବଲପୁର: ସମ୍ୱଲପୁରରେ ଚୋରା କିରୋସିନ୍ ନେଟୱାର୍କକୁ ଠାବ କରାଯାଇଛି। ଭିଜିଲାନ୍ସ ବିଭାଗ ଶାସନ ଥାନା ଅନ୍ତର୍ଗତ ଡୁଙ୍ଗୁରିପଡା ଭାଲୁବାହାଲ ଅଂଞ୍ଳଚରେ ପିଡିଏସ କିରୋସିନି ବୋଝେଇ ଟ୍ୟାଙ୍କରୁ ପ୍ରାୟ ୮ ହଜାର ଲିଟର କିରୋସିନି ଜବତ କରିଛି। ଏହି ଘଟଣାରେ ଡ୍ରାଇଭର, ହେଲପର ଓ ଅନ୍ୟ ଜଣେ ଅଭିଯୁକ୍ତକୁ ଅଟକ ରଖାଯାଇଛି। କ୍ଷେତରାଜପୁର କିରୋସିନି ଡିପୋରୁ କିରୋସିନି ଆଣି ଏଠାରେ ପେଟ୍ରୋଲ ଓ ଡିଜେଲରେ ଅପମିଶ୍ରଣ କରାଯାଉଥିବା ଭିଜିଲାନ୍ସ ସୂଚନା ଦେଇଛି। ଏଠାରୁ ଚୋରା କିରୋସିନ ଅପମିଶ୍ରଣ ପାଇଁ […]

kirosin

Rakesh Mallick
  • Published: Tuesday, 22 December 2015
  • , Updated: 22 December 2015, 03:19 PM IST

ସମ୍ବଲପୁର: ସମ୍ୱଲପୁରରେ ଚୋରା କିରୋସିନ୍ ନେଟୱାର୍କକୁ ଠାବ କରାଯାଇଛି। ଭିଜିଲାନ୍ସ ବିଭାଗ ଶାସନ ଥାନା ଅନ୍ତର୍ଗତ ଡୁଙ୍ଗୁରିପଡା ଭାଲୁବାହାଲ ଅଂଞ୍ଳଚରେ ପିଡିଏସ କିରୋସିନି ବୋଝେଇ ଟ୍ୟାଙ୍କରୁ ପ୍ରାୟ ୮ ହଜାର ଲିଟର କିରୋସିନି ଜବତ କରିଛି। ଏହି ଘଟଣାରେ ଡ୍ରାଇଭର, ହେଲପର ଓ ଅନ୍ୟ ଜଣେ ଅଭିଯୁକ୍ତକୁ ଅଟକ ରଖାଯାଇଛି। କ୍ଷେତରାଜପୁର କିରୋସିନି ଡିପୋରୁ କିରୋସିନି ଆଣି ଏଠାରେ ପେଟ୍ରୋଲ ଓ ଡିଜେଲରେ ଅପମିଶ୍ରଣ କରାଯାଉଥିବା ଭିଜିଲାନ୍ସ ସୂଚନା ଦେଇଛି। ଏଠାରୁ ଚୋରା କିରୋସିନ ଅପମିଶ୍ରଣ ପାଇଁ ନୂଆପଡା ଜିଲ୍ଲାକୁ ଚାଲାଣ ହେଉଥିବା ଜଣାପଡ଼ିଛି।

Related story