କଟକ : ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟରୋଗ  ଗବେଷଣା କେନ୍ଦ୍ରକୁ  ସେଣ୍ଟର ଫର୍ ଏକ୍ସଲେନସି କରିବେ ରାଜ୍ୟସରକାର

ଭୁବନେଶ୍ୱର: କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟରୋଗ ଗବେଷଣା କେନ୍ଦ୍ରକୁ ସେଣ୍ଟର ଫର ଏକ୍ସିଲେନସି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାର ଭିତ୍ତିଭୂମି ବିକାଶ ପାଇଁ ଆବଶ୍ୟକ ୧୦୦ କୋଟି ଟଙ୍କା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ତା’ସହ ନିରାମୟ ଯୋଜନାରେ କ୍ୟାନସର ରୋଗର ଔଷଧ ମାଗଣାରେ ଯୋଗାଇ ଦିଆଯିବ ବୋଲି ଇଣ୍ଡିଆନ ଆସୋସିଏସନ ଅଫ୍ ସର୍ଜିକାଲ ଅଙ୍କୋଲୋଜିର ବାର୍ଷିକ ଜାତୀୟ ସମ୍ମିଳନୀରେ ଯୋଗଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ […]

health

Rakesh Mallick
  • Published: Saturday, 19 September 2015
  • , Updated: 19 September 2015, 02:14 AM IST

ଭୁବନେଶ୍ୱର: କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟରୋଗ ଗବେଷଣା କେନ୍ଦ୍ରକୁ ସେଣ୍ଟର ଫର ଏକ୍ସିଲେନସି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାର ଭିତ୍ତିଭୂମି ବିକାଶ ପାଇଁ ଆବଶ୍ୟକ ୧୦୦ କୋଟି ଟଙ୍କା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ତା’ସହ ନିରାମୟ ଯୋଜନାରେ କ୍ୟାନସର ରୋଗର ଔଷଧ ମାଗଣାରେ ଯୋଗାଇ ଦିଆଯିବ ବୋଲି ଇଣ୍ଡିଆନ ଆସୋସିଏସନ ଅଫ୍ ସର୍ଜିକାଲ ଅଙ୍କୋଲୋଜିର ବାର୍ଷିକ ଜାତୀୟ ସମ୍ମିଳନୀରେ ଯୋଗଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି। ଭୁବନେଶ୍ୱରରେ ଚାଲିଥିବା ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରାବାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

 

Related story