କଟକ ଶିଶୁଭବନରେ ଶିଶୁ ମୃତ୍ୟୁ ଘଟଣା: ଅନୁଧ୍ୟାନ ପାଇଁ ଆଜି ଆସିବ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଟିମ୍

କଟକ: କଟକ ଶିଶୁଭବନରେ ଶିଶୁ ମୃତ୍ୟୁ ଥମିବାର ନାଁ ନେଉନାହିଁ। ଶୁକ୍ରବାର ଆଉ ୭  ଶିଶୁଙ୍କ ମୃତ୍ୟୁ ହୋଇଛି। ୯ଦିନରେ ଶିଶୁ ମୃତ୍ୟୁ ସଂଖ୍ୟା ପହଞ୍ଚିଛି ୪୨ରେ। ଏପଟେ ସ୍ଥିତି ଅନୁଧ୍ୟାନ ପାଇଁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଟିମ୍ କଟକ ଆସୁଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବଙ୍କ  ନେତୃତ୍ୱରେ ୩ ଜଣ ବିଶେଷଜ୍ଞ  ଡାକ୍ତର ଟିମ୍ କଟକ ଶିଶୁ ଭବନ ଆସିବେ। ଶିଶୁ ମୃତ୍ୟୁର ତଦନ୍ତ କରିବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର […]

sisu

sisu

Rakesh Mallick
  • Published: Saturday, 29 August 2015
  • Updated: 29 August 2015, 05:07 AM IST

କଟକ: କଟକ ଶିଶୁଭବନରେ ଶିଶୁ ମୃତ୍ୟୁ ଥମିବାର ନାଁ ନେଉନାହିଁ। ଶୁକ୍ରବାର ଆଉ ୭  ଶିଶୁଙ୍କ ମୃତ୍ୟୁ ହୋଇଛି। ୯ଦିନରେ ଶିଶୁ ମୃତ୍ୟୁ ସଂଖ୍ୟା ପହଞ୍ଚିଛି ୪୨ରେ। ଏପଟେ ସ୍ଥିତି ଅନୁଧ୍ୟାନ ପାଇଁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଟିମ୍ କଟକ ଆସୁଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବଙ୍କ  ନେତୃତ୍ୱରେ ୩ ଜଣ ବିଶେଷଜ୍ଞ  ଡାକ୍ତର ଟିମ୍ କଟକ ଶିଶୁ ଭବନ ଆସିବେ। ଶିଶୁ ମୃତ୍ୟୁର ତଦନ୍ତ କରିବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡାଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ।  ଅନ୍ୟପକ୍ଷରେ ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ ଫେଡେରେସନ ଓଡ଼ିଶା ଶାଖାର ଏକ ତିନି ଜଣିଆ ଟିମ୍ ଆଜି କଟକ ଶିଶୁଭବନ ପରିଦର୍ଶନ କରିଥିଲେ।। ଚିକିତ୍ସା ଅବହେଳା ଓ କୌଣସି ପ୍ରକାର ସଂକ୍ରମଣରୁ ଶିଶୁଙ୍କୁ ମୃତ୍ୟୁ ହେଉଥିବା ଅଭିଯୋଗକୁ ଟିମର ସଦସ୍ୟ ତଥା ଆଇଏପିଏଫ୍ ସଭାପତି ଡାକ୍ତର ଅରବିନ୍ଦ ମହାନ୍ତି ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ ଶିଶୁଭବନର ଭିତ୍ତିଭୂମିରେ ଉନ୍ନତି ଆଣିବା ଲାଗି ଯଥାସମ୍ଭବ ଉଦ୍ୟମ କରାଯାଉଥିବା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story