ଦେବଗଡରେ ବିଶ୍ୱ ହାତ ଧୁଆ ଦିବସ

ଦେବଗଡ: ଆଜି ବିଶ୍ୱ ହାତ ଧୁଆ ଦିବସ। ଏହି ଅବସରରେ ବାରକୋଟ ବ୍ଲକ ଘୁରୁଡୁଖମଣ ଅଙ୍ଗନୱାଡିଠାରେ ଶିଶୁ ମାନଙ୍କୁ ହାତ ଧୋଇବାର ଉପକାରିତା ସମ୍ପର୍କରେ ଶିକ୍ଷା ଦିଆଯାଇଥିଲା। ଦେବଗଡ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ଏହି ଉତ୍ସବରେ ଅଧ୍ୟକ୍ଷତା କରି ଶିଶୁ ମାନଙ୍କୁ କିପରି ଶିକ୍ଷା ଦିଆଯାଉଛି ତାହା ଅନୁଧ୍ୟାନ କରିଥିଲେ। ନିଜେ ଜିଲ୍ଲାପାଳ ଶିଶୁମାନଙ୍କୁ କିପରି ହାତ ଧୋଇବାକୁ ହେବ ତାହା ବତାଇଥିଲେ।