ଢେଙ୍କାନାଳ: ବାରାହା ଆକ୍ରମଣରେ ୫ ଆହତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅର୍ନ୍ତଗତ ଭଙ୍ଗାମାଳ ଗାଁରେ ବାରାହା ଆକ୍ରମଣରେ ୫ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି। ଗାଁରେ ବାରାହା ପଶିବା ନେଇ ଲୋକମାନେ ଆତଙ୍କିତ ହୋଇଯାଇଥିଲେ। ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀ ପହଞ୍ଚି ବାରାହାଟିକୁ କାବୁ କରିବା ସମୟରେ ତା’ର ମୃତ୍ୟୁ ହୋଇଥିଲା।

barha-attack

Rakesh Mallick
  • Published: Saturday, 17 December 2016
  • , Updated: 17 December 2016, 02:08 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅର୍ନ୍ତଗତ ଭଙ୍ଗାମାଳ ଗାଁରେ ବାରାହା ଆକ୍ରମଣରେ ୫ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି।

ଗାଁରେ ବାରାହା ପଶିବା ନେଇ ଲୋକମାନେ ଆତଙ୍କିତ ହୋଇଯାଇଥିଲେ। ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀ ପହଞ୍ଚି ବାରାହାଟିକୁ କାବୁ କରିବା ସମୟରେ ତା’ର ମୃତ୍ୟୁ ହୋଇଥିଲା।

Related story