ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଜଣେ ମୃତ, ୨ ଗୁରୁତର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ କନ୍ଦରସିଙ୍ଗା ଛକ ନିକଟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ନାଁ ପପୁ ନାଏକ। ତାଙ୍କ ଘର ଲୋଧଣି ଗାଁରେ। ଆହତ ଦ୍ୱୟ ହେଲେ ଲୋଧଣି ଗାଁର ପିଣ୍ଟୁ ନାଏକ ଓ କନ୍ଦରସିଙ୍ଗା ଗାଁର ଶିବୁ ସାହୁ।

gg

Rakesh Mallick
  • Published: Sunday, 29 January 2017
  • , Updated: 29 January 2017, 10:07 PM IST

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ କନ୍ଦରସିଙ୍ଗା ଛକ ନିକଟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ମୃତକଙ୍କ ନାଁ ପପୁ ନାଏକ। ତାଙ୍କ ଘର ଲୋଧଣି ଗାଁରେ। ଆହତ ଦ୍ୱୟ ହେଲେ ଲୋଧଣି ଗାଁର ପିଣ୍ଟୁ ନାଏକ ଓ କନ୍ଦରସିଙ୍ଗା ଗାଁର ଶିବୁ ସାହୁ।

Related story