ଧର୍ମଗଡ଼: ସ୍ଥାୟୀ ଡାକ୍ତର ଓ ତହସିଲଦାର ନିଯୁକ୍ତି ଦାବିରେ ଯୁବ କଂଗ୍ରେସର ରାସ୍ତାରୋକ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡାରେ ସ୍ଥାୟୀ ଡାକ୍ତର ଓ ତହସିଲଦାର ନିଯୁକ୍ତି ଦାବି ସାଙ୍ଗକୁ ରାସନକାର୍ଡରେ ଗରିବ ହିତାଧିକାରୀଙ୍କ ନାଁ କଟି ଯାଇଥିବା ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ସୋମବାର ରାସ୍ତାରୋକ କରାଯାଇଛି। ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତାରେ ଧାରଣା ଦେଇଛନ୍ତି। ଫଳରେ ଧର୍ମଗଡ଼ ସିନାପାଲି ବଲାଙ୍ଗିର ସିନ୍ଧେକେଲାକୁ ଯାନବାହାନ ଚଳାଚଳ ବନ୍ଦ ରହିଛି। ସାରଥି ମଙ୍ଗରାଜଙ୍କ ନେତୃତ୍ୱରେ ଏହି ରାସ୍ତାରୋକ ଓ ଗଣଧାରଣା ଚାଲିଛି। ସ୍କୁଲ, କଲେଜକୁ ମଧ୍ୟ ବନ୍ଦ ରଖାଯାଇଛି।

rasta

Rakesh Mallick
  • Published: Monday, 04 January 2016
  • , Updated: 04 January 2016, 06:07 AM IST

Related story