ଚଢ଼ିଗଲା ଟ୍ରକ୍‌, ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ଅଂଶୁପା ରୋଡ୍ ସ୍ଥିତ ପେଟ୍ରୋଲ୍‌ପମ୍ପ୍‌ ନିକଟରେ ଆଜି ସକାଳେ ଏକ ଡମ୍ପର୍‌ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିଚୟ ମିଳିପାରିନାହିଁ। ଡମ୍ପର ଚକା ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଆଠଗଡ଼ ପୋଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇବା ସହ ଡମ୍ପରଟିକୁ ଜବତ କରିଛି।

accident

Rakesh Mallick
  • Published: Saturday, 31 December 2016
  • , Updated: 31 December 2016, 10:52 AM IST

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ଅଂଶୁପା ରୋଡ୍ ସ୍ଥିତ ପେଟ୍ରୋଲ୍‌ପମ୍ପ୍‌ ନିକଟରେ ଆଜି ସକାଳେ ଏକ ଡମ୍ପର୍‌ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିଚୟ ମିଳିପାରିନାହିଁ।

ଡମ୍ପର ଚକା ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଆଠଗଡ଼ ପୋଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇବା ସହ ଡମ୍ପରଟିକୁ ଜବତ କରିଛି।

Related story