ଖୋର୍ଦ୍ଧାରେ ପ୍ରଥମ ଜିଲ୍ଲା ଯୋଜନା କମିଟି ବୈଠକ, ଫୋକସରେ କୃଷି ଓ ପର୍ଯ୍ୟଟନ

ଖୋର୍ଦ୍ଧା: ଜିଲ୍ଲାର ସମସ୍ତ ଯୋଜନା ଠିକ୍ ସମୟରେ କାର୍ଯ୍ୟକାରୀ ହେବ। ପ୍ରତି ତିନି ମାସରେ ଯୋଜନାର ସମୀକ୍ଷା କରିବ ଜିଲ୍ଲା ଯୋଜନା କମିଟି। ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ଆୟୋଜିତ ପ୍ରଥମ ବୈଠକରେ ଏଭଳି ମତ ରଖିଛନ୍ତି ବିଧାୟକ ଶଶିଭୂଷଣ ବେହେରା। ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଯୋଜନା କମିଟିର ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ୨୦୧୬-୧୭ ଆର୍ଥିକବର୍ଷ ପାଇଁ ୨୫୭୪ କୋଟି ୭୭ ଲକ୍ଷ ଟଙ୍କାର ବଜେଟ ଅନୁମୋଦନ ପାଇଥିଲା। […]

khurda

khurda

Rakesh Mallick
  • Published: Wednesday, 03 February 2016
  • Updated: 05 February 2016, 04:05 AM IST

Sports

Latest News

ଖୋର୍ଦ୍ଧା: ଜିଲ୍ଲାର ସମସ୍ତ ଯୋଜନା ଠିକ୍ ସମୟରେ କାର୍ଯ୍ୟକାରୀ ହେବ। ପ୍ରତି ତିନି ମାସରେ ଯୋଜନାର ସମୀକ୍ଷା କରିବ ଜିଲ୍ଲା ଯୋଜନା କମିଟି। ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ଆୟୋଜିତ ପ୍ରଥମ ବୈଠକରେ ଏଭଳି ମତ ରଖିଛନ୍ତି ବିଧାୟକ ଶଶିଭୂଷଣ ବେହେରା।

ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଯୋଜନା କମିଟିର ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ୨୦୧୬-୧୭ ଆର୍ଥିକବର୍ଷ ପାଇଁ ୨୫୭୪ କୋଟି ୭୭ ଲକ୍ଷ ଟଙ୍କାର ବଜେଟ ଅନୁମୋଦନ ପାଇଥିଲା। ତେବେ ରାଜ୍ୟର ପୂର୍ଣ୍ଣାଙ୍ଗ ବଜେଟ ଆସିବା ପରେ ପୁଣିଥରେ ଜିଲ୍ଲା ବଜେଟ ବୃଦ୍ଧି କରାଯିବ ବୋଲି ସୂଚନା ଦିଆ ଯାଇଥିଲା। ବିଶେଷକରି ଚଳିତ ବଜେଟରେ ଯୋଜନା କମିଟି କୃଷି ଓ ପର୍ଯ୍ୟଟନର ବିକାଶକୁ ଗୁରୁତ୍ୱ ଦେଇଥିବା ବେଳେ ଅନ୍ୟାନ୍ୟ ବିଭାଗର କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଏଥିରେ ବିଧାୟକ ବାଦଲ ମହାନ୍ତି, ପ୍ରିୟଦର୍ଶି ମିଶ୍ର, ରାଜେନ୍ଦ୍ର କୁମାର ସାହୁ, ପ୍ରଶାନ୍ତ ଜଗଦେବ ଏବଂ ବିଭୂତି ଭୂଷଣ ହରିଚନ୍ଦନଙ୍କ ସମେତ ଜିଲ୍ଲାପାଳ ଓ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story