ଭାସ୍କର ରାଓଙ୍କ ନିର୍ବାଚନୀ ମାମଲା ଖାରଜ, ଭୁଜବଳଙ୍କ ଉପରେ ଜରିମାନା

କଟକ: ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ନିର୍ବାଚନୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ପିଟିସନ୍‌ର ଅବିକଳ ନକଲ ଭାସ୍କର ରାଓଙ୍କୁ ଦେଇନଥିବାରୁ ମାମଲାକୁ ଖାରଜ କରାଯାଇଛି। ଖାରଜ ସହ ଭୁଜବଳ ମାଝୀଙ୍କୁ ୨୦ ହଜାର ଜରିମାନା ହୋଇଛି।

bhaskar

Rakesh Mallick
  • Published: Wednesday, 26 April 2017
  • , Updated: 26 April 2017, 01:28 PM IST

Related story