ହିଣ୍ଡାଲକୋ ଠିକା କର୍ମଚାରୀ ସଂଘର ୧୨ ଘଣ୍ଟିଆ ହୀରାକୁଦ ବନ୍ଦ

ସମ୍ବଲପୁର: ବିଭିନ୍ନ ଦାବି ନେଇ ଆଜି ହିଣ୍ଡାଲ୍‌କୋ କାରଖାନାର ଠିକା କର୍ମଚାରୀମାନେ ହୀରାକୁଦରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି। ସେମାନଙ୍କୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହାରରେ ମଜୁରୀ ଦେବା ପାଇଁ ଠିକା କର୍ମଚାରୀ ସଂଘ ଦାବି କରିଥିଲେ। ଏନେଇ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ତିନି ଦିନ ଧରି ଧାରଣା ଦିଆଯାଇଥିଲା। ଏନେଇ ଶ୍ରମିକ ନେତାମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। କିନ୍ତୁ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରି ନ ଥିଲା।

hirakud

Rakesh Mallick
  • Published: Friday, 02 December 2016
  • , Updated: 02 December 2016, 08:45 PM IST

Related story