ଜଗତସିଂହପୁର: ମା’ ଶାରଳାଙ୍କ ଶାରଦୀୟ ପାର୍ବଣ ପୂଜା ଆରମ୍ଭ

ଜଗତସିଂହପୁର: ଜଗତସିଂହପୁର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରେ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହୋଇଛି। ଏହା ମୂଳାଷ୍ଟମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଚାଲିବ। ସୂର୍ଯ୍ୟପୂଜା, ଚଣ୍ଡିପୂଜା, ଷୋଡଶପଚାର ପୂଜା, ନୀତି ପୂଜା ଓ ସନ୍ଧ୍ୟା ଆଳତୀ ପରେ ମା’ଙ୍କ ବିଭିନ୍ନ ବେଶ ହୋମ କର୍ମ, ନୀତି ଅନୁସାରେ ଅନୁଷ୍ଠିତ ହେବ। ଚଳିତବର୍ଷ ମା’ଙ୍କ ପୀଠରେ ୧୭ ଦିନିଆ ପୂଜା ଅନୁଷ୍ଠିତ ହେବ।

jsp

Rakesh Mallick
  • Published: Sunday, 04 October 2015
  • , Updated: 04 October 2015, 03:44 PM IST

Related story