ଝାରସୁଗୁଡ଼ା: ଭୋଜି ଖାଇ ୮୫ ଅସୁସ୍ଥ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଅନ୍ତର୍ଗତ ବାଗଡିହିରେ ଭୋଜି ଖାଇ ୮୫ ଜଣ ଅସୁସ୍ଥଙ୍କୁ ମଧ୍ୟରୁ ୮୨ ଜଣ ଭଲ ହୋଇ ଘରକୁ ଫେରିଛନ୍ତି । ଗାଁରେ ହୋଇଥିବା ଏକ ବାହାଘର ଭୋଜି ଖାଇବା ପରେ ଏମାନେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ସମସ୍ତେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଅସୁସ୍ଥଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ମଧ୍ୟ ରହିଥିଲେ। ସେମାନଙ୍କୁ ବାଗଡ଼ିହି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗାଁକୁ ୩ଟି ଡାକ୍ତରୀ ଟିମ୍ ଯାଇ […]

j

Rakesh Mallick
  • Published: Wednesday, 24 February 2016
  • , Updated: 24 February 2016, 05:31 AM IST

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଅନ୍ତର୍ଗତ ବାଗଡିହିରେ ଭୋଜି ଖାଇ ୮୫ ଜଣ ଅସୁସ୍ଥଙ୍କୁ ମଧ୍ୟରୁ ୮୨ ଜଣ ଭଲ ହୋଇ ଘରକୁ ଫେରିଛନ୍ତି । ଗାଁରେ ହୋଇଥିବା ଏକ ବାହାଘର ଭୋଜି ଖାଇବା ପରେ ଏମାନେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ସମସ୍ତେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଅସୁସ୍ଥଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ମଧ୍ୟ ରହିଥିଲେ। ସେମାନଙ୍କୁ ବାଗଡ଼ିହି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗାଁକୁ ୩ଟି ଡାକ୍ତରୀ ଟିମ୍ ଯାଇ ପରିସ୍ଥିତି ଉପରେ ନଜର ରଖିଛନ୍ତି।

Related story