ଜୟପୁର: ଧାନ ବିକ୍ରି ଟଙ୍କା ପ୍ରଦାନ ଦାବିରେ ଚାଷୀ ଆନ୍ଦୋଳନ

ଜୟପୁର: ଧାନ ବିକ୍ରି କରି ଟଙ୍କା ପାଇ ନ ଥିବା ଜୟପୁର ଉପଖଣ୍ଡର ଶତାଧିକ ଚାଷୀ ଆଜି ରାଜରାସ୍ତାକୁ ଓହ୍ଲାଇଥିଲେ। ପ୍ରଶାସନ ଚାଷୀଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଚାଷୀଙ୍କ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଚାଷୀମାନେ ଆନ୍ଦୋଳନ କରିବା ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ୫ ଜଣ ଚାଷୀଙ୍କ ବିରୋଧରେ ଶୋକଜ ନୋଟିସ୍ ଦିଆଯାଇଥିଲା। ଏହାକୁ ନେଇ ଆନ୍ଦୋଳନକାରୀ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତକ୍ଷିପ୍ତ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଘେରାଉ କରିବା ସହ ଉପଜିଲ୍ଲାପାଳଙ୍କୁ […]

jeypore

jeypore

Rakesh Mallick
  • Published: Sunday, 30 August 2015
  • Updated: 30 August 2015, 11:43 AM IST

ଜୟପୁର: ଧାନ ବିକ୍ରି କରି ଟଙ୍କା ପାଇ ନ ଥିବା ଜୟପୁର ଉପଖଣ୍ଡର ଶତାଧିକ ଚାଷୀ ଆଜି ରାଜରାସ୍ତାକୁ ଓହ୍ଲାଇଥିଲେ। ପ୍ରଶାସନ ଚାଷୀଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଚାଷୀଙ୍କ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଚାଷୀମାନେ ଆନ୍ଦୋଳନ କରିବା ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ୫ ଜଣ ଚାଷୀଙ୍କ ବିରୋଧରେ ଶୋକଜ ନୋଟିସ୍ ଦିଆଯାଇଥିଲା। ଏହାକୁ ନେଇ ଆନ୍ଦୋଳନକାରୀ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତକ୍ଷିପ୍ତ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଘେରାଉ କରିବା ସହ ଉପଜିଲ୍ଲାପାଳଙ୍କୁ ଅଟକାଇ ଶୀଘ୍ର ଟଙ୍କା ପ୍ରଦାନ ପାଇଁ ଦାବି କରିଥିଲେ ।

ସୂଚନାଯୋଗ୍ୟ, ଗତ ଜୁନ ୩୦ରେ ଚାଷୀମାନେ ବିଭିନ୍ନ ଲ୍ୟାମ୍ପସ ଅଧୀନରେ ଥିବା ମଣ୍ଡିରେ ଧାନ ବିକ୍ରି କରିଥିଲେ। ଏହା ମଧ୍ୟରେ ଦୁଇମାସରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଚାଷଙ୍କୁ ଆଜି ପର୍ଯ୍ୟନ୍ତ ଟଙ୍କା ମିଳିପାରି ନାହିଁ। ଏ ନେଇ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା କିଛି ଲାଭ ହେଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story