କଟକରେ ଗୋଷ୍ଠୀ ସଂଘର୍ଷ ଘଟଣା: ସ୍ଥିତି ଶାନ୍ତ, ୧୨ ଅଟକ

କଟକ:  ରବିବାର ଗୋଷ୍ଠୀ ସଂଘର୍ଷ ଘଟଣା ପରେ କଟକ ଝୋଲାସାହିରେ ଏବେ ସ୍ଥିତି ଶାନ୍ତ ରହିଛି। ତେବେ ସ୍ଥିତିକୁ ଦେଖି ସେଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେପଟେ ଗଣ୍ଡଗୋଳ ଘଟଣାରେ କମିଶନରେଟ୍ ପୋଲିସ ୧୨ ଜଣଙ୍କୁ ଅଟକ ରଖିଛି। ଗୁଡ଼ି ଉଡ଼ାକୁ କେନ୍ଦ୍ର କରି ଗତକାଲି ସନ୍ଧ୍ୟାରେ ଝୋଲାସାହିର ୨ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଉଭୟ ପକ୍ଷରୁ ଢେଲା ପଥର ଓ କାଚ ବୋତଲ ମାଡ଼ ହୋଇଥିଲା। ଏଥିରେ ଉଭୟ ଗୋଷ୍ଠୀର ୩ଜଣ ଏବଂ […]

c

Rakesh Mallick
  • Published: Monday, 11 January 2016
  • , Updated: 11 January 2016, 04:00 AM IST

କଟକ:  ରବିବାର ଗୋଷ୍ଠୀ ସଂଘର୍ଷ ଘଟଣା ପରେ କଟକ ଝୋଲାସାହିରେ ଏବେ ସ୍ଥିତି ଶାନ୍ତ ରହିଛି। ତେବେ ସ୍ଥିତିକୁ ଦେଖି ସେଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେପଟେ ଗଣ୍ଡଗୋଳ ଘଟଣାରେ କମିଶନରେଟ୍ ପୋଲିସ ୧୨ ଜଣଙ୍କୁ ଅଟକ ରଖିଛି।

ଗୁଡ଼ି ଉଡ଼ାକୁ କେନ୍ଦ୍ର କରି ଗତକାଲି ସନ୍ଧ୍ୟାରେ ଝୋଲାସାହିର ୨ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଉଭୟ ପକ୍ଷରୁ ଢେଲା ପଥର ଓ କାଚ ବୋତଲ ମାଡ଼ ହୋଇଥିଲା। ଏଥିରେ ଉଭୟ ଗୋଷ୍ଠୀର ୩ଜଣ ଏବଂ ଜଣେ ପୋଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଥିଲେ।

Related story