କନ୍ଧମାଳ: ୧୦ ଦଫା ଦାବିରେ ଉତ୍କଳ  ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘର ଧାରଣା

କନ୍ଧମାଳ:୧୦ ଦଫା ଦାବିରେ  କନ୍ଧମାଳ ଉତ୍କଳ  ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ମଙ୍ଗଳବାର ଫୁଲବାଣୀ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ କଳାବ୍ୟାଜ୍ ପିନ୍ଧି ଧାରଣା ଦିଆଯାଇଥିଲା।  ଏଥିରେ ସାମିଲ ହୋଇଥିଲେ ଉତ୍କଳ ଗ୍ରାମ୍ୟ  ବ୍ୟାଙ୍କ ଗୁଡିକରେ ବହୁ ବର୍ଷ ଧରି  କାର୍ଯ୍ୟକରି ଆସୁଥିବା କାଜୁଆଲ ଷ୍ଟାଫ, ପାର୍ଟ ଟାଇମ୍ କର୍ମଚାରୀ  ଓ ମେସେଞ୍ଜରମାନେ। ସେମାନଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା ସହ ପୂର୍ଣ୍ଣ ବେତନ ଦେବା ଓ ସ୍ଥାୟୀ କର୍ମଚାରୀଙ୍କୁ ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗ ସେମାନଙ୍କୁ […]

kadamala

kadamala

Rakesh Mallick
  • Published: Wednesday, 26 August 2015
  • Updated: 26 August 2015, 12:51 PM IST

Sports

Latest News

କନ୍ଧମାଳ:୧୦ ଦଫା ଦାବିରେ  କନ୍ଧମାଳ ଉତ୍କଳ  ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ମଙ୍ଗଳବାର ଫୁଲବାଣୀ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ କଳାବ୍ୟାଜ୍ ପିନ୍ଧି ଧାରଣା ଦିଆଯାଇଥିଲା।  ଏଥିରେ ସାମିଲ ହୋଇଥିଲେ ଉତ୍କଳ ଗ୍ରାମ୍ୟ  ବ୍ୟାଙ୍କ ଗୁଡିକରେ ବହୁ ବର୍ଷ ଧରି  କାର୍ଯ୍ୟକରି ଆସୁଥିବା କାଜୁଆଲ ଷ୍ଟାଫ, ପାର୍ଟ ଟାଇମ୍ କର୍ମଚାରୀ  ଓ ମେସେଞ୍ଜରମାନେ। ସେମାନଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା ସହ ପୂର୍ଣ୍ଣ ବେତନ ଦେବା ଓ ସ୍ଥାୟୀ କର୍ମଚାରୀଙ୍କୁ ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗ ସେମାନଙ୍କୁ ବି ଦେବାକୁ ସଙ୍ଘ ପକ୍ଷରୁ ଦାବି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story