କଳାହାଣ୍ଡି: ବୁଧବାର ମା’ ମାଣିଙ୍କେଶ୍ୱରୀଙ୍କ ଛତର୍ ଯାତ୍ରା, ପଶୁବଳି ବନ୍ଦ କରିବାକୁ ଛାତ୍ରଛାତ୍ରୀଙ୍କ ସଚେତନତା ଶୋଭାଯାତ୍ରା

କଳାହାଣ୍ଡି: ବୁଧବାର କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିଙ୍କେଶ୍ୱରୀଙ୍କ ପ୍ରସିଦ୍ଧ ଛତର୍ ଯାତ୍ରା। ଏଥିପାଇଁ  ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଯାତ୍ରାରେ ଦିଆଯାଉଥିବା ପଶୁବଳି ରୋକିବା ଲାଗି ବିଭିନ୍ନ ସଂଗଠନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଆଜି ପଶୁବଳି ବନ୍ଦ ଲାଗି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ  ଭବାନୀପାଟଣାରେ ଛାତ୍ରଛାତ୍ରୀଙ୍କୁ ନେଇ ଶୋଭାଯାତ୍ରା କରାଯିବା ସହ ବଳି ବନ୍ଦ ପାଇଁ ଅନୁରୋଧ କରାଯାଇଛି। ଏଥିରେ ସହରର ବୁଦ୍ଧିଜୀବୀ, ସାମାଜିକ କର୍ମକର୍ତ୍ତା ଓ ଜନସାଧାରଣ ସାମିଲ ହୋଇଥିଲେ। ମା’ […]

kalahandi

kalahandi

Rakesh Mallick
  • Published: Monday, 19 October 2015
  • Updated: 19 October 2015, 03:01 PM IST

Sports

Latest News

କଳାହାଣ୍ଡି: ବୁଧବାର କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିଙ୍କେଶ୍ୱରୀଙ୍କ ପ୍ରସିଦ୍ଧ ଛତର୍ ଯାତ୍ରା। ଏଥିପାଇଁ  ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଯାତ୍ରାରେ ଦିଆଯାଉଥିବା ପଶୁବଳି ରୋକିବା ଲାଗି ବିଭିନ୍ନ ସଂଗଠନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଆଜି ପଶୁବଳି ବନ୍ଦ ଲାଗି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ  ଭବାନୀପାଟଣାରେ ଛାତ୍ରଛାତ୍ରୀଙ୍କୁ ନେଇ ଶୋଭାଯାତ୍ରା କରାଯିବା ସହ ବଳି ବନ୍ଦ ପାଇଁ ଅନୁରୋଧ କରାଯାଇଛି। ଏଥିରେ ସହରର ବୁଦ୍ଧିଜୀବୀ, ସାମାଜିକ କର୍ମକର୍ତ୍ତା ଓ ଜନସାଧାରଣ ସାମିଲ ହୋଇଥିଲେ।

ମା’ ମାଣିଙ୍କେଶ୍ୱରୀଙ୍କ ପ୍ରସିଦ୍ଧ ଛତର୍ ଯାତ୍ରାରେ ଭକ୍ତ ଓ ମାନସିକଧାରୀ ହଜାର ହଜାର ସଂଖ୍ୟାରେ ପଶୁବଳି ଦେଇଥାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story