କଳିଙ୍ଗନଗର: ୩ଟି ଚୋରା ଦେଶୀ ମଦ ଭାଟି ଠାବ, ୩ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କଳିଙ୍ଗନଗର ଥାନା ଅନ୍ତର୍ଗତ ଗୋବରଘାଟି ସ୍ଥିତ ଟାଟା ବିସ୍ଥାପିତ କଲୋନୀରେ ଚଢ଼ାଉ କରାଯାଇ ତିନୋଟି ଚୋରା ଦେଶୀ ମଦ ଭାଟି ଠାବ କରାଯାଇଛି। ସେଠାରୁ ବିପୁଳ ପରିମାଣର ଯନ୍ତ୍ରପାତି, ଡେକିଚି, ଅନ୍ୟାନ୍ୟ ସାଜ ସରଞ୍ଜାମ, ମହୁଲି ମଦ ଓ ପୋଚ ଜବତ କରାଯାଇଛି। ଏଥିସହ ଘଟଣାସ୍ଥଳରୁ ତିନି ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଜଣେ ମହିଳା ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗିରଫ ତିନି ଜଣଙ୍କ ମଧ୍ୟରେ ଦୁଇ […]

madajabata

madajabata

Rakesh Mallick
  • Published: Wednesday, 26 August 2015
  • Updated: 26 August 2015, 04:58 PM IST

Sports

Latest News

ଯାଜପୁର: ଯାଜପୁର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କଳିଙ୍ଗନଗର ଥାନା ଅନ୍ତର୍ଗତ ଗୋବରଘାଟି ସ୍ଥିତ ଟାଟା ବିସ୍ଥାପିତ କଲୋନୀରେ ଚଢ଼ାଉ କରାଯାଇ ତିନୋଟି ଚୋରା ଦେଶୀ ମଦ ଭାଟି ଠାବ କରାଯାଇଛି। ସେଠାରୁ ବିପୁଳ ପରିମାଣର ଯନ୍ତ୍ରପାତି, ଡେକିଚି, ଅନ୍ୟାନ୍ୟ ସାଜ ସରଞ୍ଜାମ, ମହୁଲି ମଦ ଓ ପୋଚ ଜବତ କରାଯାଇଛି। ଏଥିସହ ଘଟଣାସ୍ଥଳରୁ ତିନି ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଜଣେ ମହିଳା ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗିରଫ ତିନି ଜଣଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ସେମାନେ ହେଲେ- ଶିବ ସଏ(୪୫), ନାମସେ ଜନକ(୩୬) ଓ ନନ୍ଦିନୀ ତିଉ(୫୫)। ଏମାନଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story