କଟକରେ ବେଆଇନ କଲ୍ୟାଣ ମଣ୍ଡପରେ ତାଲା ପକା କାର୍ଯ୍ୟ ଦ୍ୱିତୀୟ ଦିନରେ

କଟକ: କଟକ ସହରରେ ବେଆଇନ ଭାବେ ଗଢ଼ି ଉଠିଥିବା କଲ୍ୟାଣ ମଣ୍ଡପ ଗୁଡ଼ିକରେ ତାଲା ପକାଇବା କାର୍ଯ୍ୟ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଦ୍ୱିତୀୟ ଦିନରେ ୨୧ଟି ବେଆଇନ୍ କଲ୍ୟାଣ ମଣ୍ଡପରେ ତାଲା ପକାଇଛି ପ୍ରଶାସନ। ଏହା ସହିତ ଦୁଇ ଦିନରେ ୩୧ଟି ବେଆଇନ କଲ୍ୟାଣ ମଣ୍ଡପରେ ତାଲା ପଡ଼ିଛି। କଟକରେ ୧୦୪ଟି ବେଆଇନ୍ କଲ୍ୟାଣ ମଣ୍ଡପ ରହିଛି। ଆଗାମୀ କିଛି ଦିନ ମଧ୍ୟରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବେଆଇନ ଘୋଷିତ ହୋଇଥିବା ସମସ୍ତ ୧୦୪ଟି ମଣ୍ଡପରେ ତାଲା […]

kalyan-mandap

kalyan-mandap

Rakesh Mallick
  • Published: Wednesday, 18 May 2016
  • Updated: 18 May 2016, 02:05 PM IST

Sports

Latest News

kalyan-mandapକଟକ: କଟକ ସହରରେ ବେଆଇନ ଭାବେ ଗଢ଼ି ଉଠିଥିବା କଲ୍ୟାଣ ମଣ୍ଡପ ଗୁଡ଼ିକରେ ତାଲା ପକାଇବା କାର୍ଯ୍ୟ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଦ୍ୱିତୀୟ ଦିନରେ ୨୧ଟି ବେଆଇନ୍ କଲ୍ୟାଣ ମଣ୍ଡପରେ ତାଲା ପକାଇଛି ପ୍ରଶାସନ। ଏହା ସହିତ ଦୁଇ ଦିନରେ ୩୧ଟି ବେଆଇନ କଲ୍ୟାଣ ମଣ୍ଡପରେ ତାଲା ପଡ଼ିଛି। କଟକରେ ୧୦୪ଟି ବେଆଇନ୍ କଲ୍ୟାଣ ମଣ୍ଡପ ରହିଛି।

ଆଗାମୀ କିଛି ଦିନ ମଧ୍ୟରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବେଆଇନ ଘୋଷିତ ହୋଇଥିବା ସମସ୍ତ ୧୦୪ଟି ମଣ୍ଡପରେ ତାଲା ପକାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

କଟକ ସହରରେ ଛତୁ ଫୁଟିବା ଭଳି କଲ୍ୟାଣ ମଣ୍ଡପ ଗଢ଼ି ଉଠିଥିବା ବେଳେ ଏଗୁଡ଼ିକ ସିଏମସିର ବିନା ଅନୁମତିରେ ଏବଂ ସିଡିଏର ବିନା ପ୍ଲାନ ଆପ୍ରୁଭାଲରେ ଚାଲିଥିଲା। ଏହା ବ୍ୟତୀତ ନିଜସ୍ୱ ପାର୍କିଂ ପ୍ଲେସ୍ ନଥିବାରୁ ମଣ୍ଡପକୁ ଆସୁଥିବା ଗାଡ଼ିଗୁଡିକ ଯୋଗୁଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୁଏ। ଏହାକୁ ଦୃଷ୍ଟିରେ ରଖି ଗତବର୍ଷ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ଏକ ସବ୍‌କମିଟି ଗଠନ କରି ସହରରେ ଥିବା ମଣ୍ଡପଗୁଡ଼ିକୁ ଚିହ୍ନଟ କରିବା ସହ ଯେଉଁଗୁଡ଼ିକର ଆନୁସଙ୍ଗିକ ସୁବିଧା ନାହିଁ ସେଗୁଡ଼ିକୁ ତାଲା ପକାଇବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଆସନ୍ତାକାଲି କୋର୍ଟରେ ମୋଡାଲିଟି ରିପୋର୍ଟ ଦାଖଲ କରାଯିବ ବୋଲି କହିଛନ୍ତି ସବ୍‌ କମିଟିର ସଦସ୍ୟ ପ୍ରଦୀପ ପଟ୍ଟନାୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story