କାମାକ୍ଷାନଗର: ସରକାରୀ ବିଦେଶୀ ମଦ ଦୋକାନ ଭାଙ୍ଗିଲେ ମହିଳା

କାମାକ୍ଷାନଗର: ୫୦୦ରୁ ଅଧିକ ମହିଳା ଆଜି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଗାନ୍ଧିବଜାର ସ୍ଥିତ ସରକାରୀ ବିଦେଶୀ ମଦ ଦୋକାନକୁ ଭାଙ୍ଗି ଦେବା ସହ ମଦ ଫିଙ୍ଗି ଦେଇଛନ୍ତି। ମଦ ଦୋକାନ ଉଠାଇବା ପାଇଁ ମହିଳାମାନେ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ସେମାନଙ୍କ ଦାବି ଉପରେ କୌଣସି ପଦକ୍ଷେପ ନିଆ ନ ଯିବାରୁ ଆଜି ମହିଳାମାନେ ଦୋକାନକୁ ଭାଙ୍ଗି ଦେଇଥିଲେ।

shop

Rakesh Mallick
  • Published: Sunday, 06 November 2016
  • , Updated: 06 November 2016, 07:08 PM IST

କାମାକ୍ଷାନଗର: ୫୦୦ରୁ ଅଧିକ ମହିଳା ଆଜି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଗାନ୍ଧିବଜାର ସ୍ଥିତ ସରକାରୀ ବିଦେଶୀ ମଦ ଦୋକାନକୁ ଭାଙ୍ଗି ଦେବା ସହ ମଦ ଫିଙ୍ଗି ଦେଇଛନ୍ତି। ମଦ ଦୋକାନ ଉଠାଇବା ପାଇଁ ମହିଳାମାନେ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ପ୍ରଶାସନ ପକ୍ଷରୁ ସେମାନଙ୍କ ଦାବି ଉପରେ କୌଣସି ପଦକ୍ଷେପ ନିଆ ନ ଯିବାରୁ ଆଜି ମହିଳାମାନେ ଦୋକାନକୁ ଭାଙ୍ଗି ଦେଇଥିଲେ।

Related story