କେନ୍ଦ୍ରାପଡ଼ା: ପ୍ରତିଶ୍ରୁତି ପରେ ଜମ୍ୱୁ-ମାର୍ଶାଘାଇ କେନାଲ ବନ୍ଧ ରାସ୍ତାରୋକରୁ ହଟିଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତର ବଡମଠ ଓ ବାରଡାଙ୍ଗ ଗ୍ରାମ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଥିଲା। ସୀମା ବିବାଦର ସମାଧାନ ଦାବିରେ ଆଜି ବାରଡାଙ୍ଗ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଜମ୍ୱୁ-ମାର୍ଶାଘାଇ କେନାଲ ବନ୍ଧ ରାସ୍ତା ଅବରୋଧ କରିଥିଲେ। ଫଳରେ ଏହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା। ଖବର ପାଇ ମହାକାଳପଡ଼ା ଥାନା ଆଇଆଇସି ବିରଞ୍ଚି ନାରାୟଣ ବାଗ ଘଟଣା ସ୍ଥଳରେ […]

kandrapada

kandrapada

Rakesh Mallick
  • Published: Friday, 10 June 2016
  • Updated: 10 June 2016, 04:08 PM IST

Sports

Latest News

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତର ବଡମଠ ଓ ବାରଡାଙ୍ଗ ଗ୍ରାମ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଥିଲା। ସୀମା ବିବାଦର ସମାଧାନ ଦାବିରେ ଆଜି ବାରଡାଙ୍ଗ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଜମ୍ୱୁ-ମାର୍ଶାଘାଇ କେନାଲ ବନ୍ଧ ରାସ୍ତା ଅବରୋଧ କରିଥିଲେ। ଫଳରେ ଏହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା।

ଖବର ପାଇ ମହାକାଳପଡ଼ା ଥାନା ଆଇଆଇସି ବିରଞ୍ଚି ନାରାୟଣ ବାଗ ଘଟଣା ସ୍ଥଳରେ ପହଞ୍ଚି ପ୍ରଶାସନିକ ସ୍ତରରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story