କଂଟ୍ରାକ୍ଟର ସଂଘ ସମ୍ମିଳନୀ: କାର୍ଯ୍ୟାଦେଶ ପ୍ରଦାନରେ ଥିବା ସଂରକ୍ଷଣକୁ ବିରୋଧ

ଭଦ୍ରକ: ବିଭିନ୍ନ ସରକାରୀ କାମରେ କାର୍ଯ୍ୟାଦେଶ ପ୍ରଦାନରେ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ଠିକାଦାରମାନେ ବିରୋଧ କରିଛନ୍ତି । ଏ ନେଇ କଂଟ୍ରାକ୍ଟର ସଂଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ସରକାର କାର୍ଯ୍ୟାଦେଶ ପ୍ରଦାନ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଯାହାକୁ ନେଇ ସାଧାରଣ ବର୍ଗ କଂଟ୍ରାକ୍ଟରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ କୌଣସି କାମ ଲାଗି ଯଦି ଜଣେ ଅନୁସୂଚିତ ବର୍ଗର କଂଟ୍ରାକ୍ଟର ଆବେଦନ […]

bhadrak

bhadrak

Rakesh Mallick
  • Published: Tuesday, 25 August 2015
  • Updated: 25 August 2015, 10:13 AM IST

Sports

Latest News

ଭଦ୍ରକ: ବିଭିନ୍ନ ସରକାରୀ କାମରେ କାର୍ଯ୍ୟାଦେଶ ପ୍ରଦାନରେ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ଠିକାଦାରମାନେ ବିରୋଧ କରିଛନ୍ତି । ଏ ନେଇ କଂଟ୍ରାକ୍ଟର ସଂଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ସରକାର କାର୍ଯ୍ୟାଦେଶ ପ୍ରଦାନ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଯାହାକୁ ନେଇ ସାଧାରଣ ବର୍ଗ କଂଟ୍ରାକ୍ଟରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ କୌଣସି କାମ ଲାଗି ଯଦି ଜଣେ ଅନୁସୂଚିତ ବର୍ଗର କଂଟ୍ରାକ୍ଟର ଆବେଦନ କରିଥିବେ ଓ ସେହି କାର୍ଯ୍ୟ ପାଇଁ କମ୍ ମୂଲ୍ୟରେ ସାଧାରଣ ବର୍ଗର କଂଟ୍ରାକ୍ଟର ଆବେଦନ କରୁଥିଲେ ମଧ୍ୟ ସେମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଉନାହିଁ। ଏସବୁ କ୍ଷେତ୍ରରେ ସଂରକ୍ଷଣ ବନ୍ଦ କରାଯାଉ ନଚେତ ହେଉଥିବା ଲଟେରୀ ବ୍ୟବସ୍ଥାରେ ଅନୁସୂଚିତ ବର୍ଗଙ୍କ ସହିତ ସାଧାରଣ ବର୍ଗ କଣ୍ଟ୍ରାକ୍ଟରଙ୍କୁ ସାମିଲ କରାଯାଉ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି। ଏପରି କରା ନ ଗଲେ ସଂଘ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦିଆଯାଇଛି । ଏହି ଅବସରରେ ସଂଘର ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ଭାବେ ପ୍ରଫୁଲ୍ଲ ଦାସ, ସମ୍ପାଦକ ଭାବେ ଅଜିତ କୁମାର ଦାସ ନିର୍ବାଚିତ ହୋଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story