କଟକ: କେନ୍ଦୁଝରରେ ଓକିଲଙ୍କୁ ମାଡ଼ ପ୍ରତିବାଦରେ ହାଇକୋର୍ଟ ବାର୍ ଆସୋସିଏସନର କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ: କେନ୍ଦୁଝରରେ ଓକିଲଙ୍କୁ ପୋଲିସର ମାଡ଼ ଅଭିଯୋଗ ଘଟଣାକୁ ରାଜ୍ୟବ୍ୟାପୀ ଓକିଲମାନେ ପ୍ରତିବାଦ ଜଣାଇ କଳାବ୍ୟାଜ ପିନ୍ଧିଥିବା ବେଳେ ଆଜି ଗୋଟିଏ ଦିନ ପାଇଁ ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା। ଓକିଲଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବାର୍ ଆସୋସିଏସନ୍ ଜଣାଇବା ସହ ରାଜ୍ୟ ବାର୍ କାଉନସିଲର ଅନୁମତି ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରିବାକୁ ବାର୍ ଆସୋସିଏସନ୍ ନିଷ୍ପତ୍ତି […]

berhampur

berhampur

Rakesh Mallick
  • Published: Monday, 24 August 2015
  • Updated: 24 August 2015, 12:55 PM IST

Sports

Latest News

କଟକ: କେନ୍ଦୁଝରରେ ଓକିଲଙ୍କୁ ପୋଲିସର ମାଡ଼ ଅଭିଯୋଗ ଘଟଣାକୁ ରାଜ୍ୟବ୍ୟାପୀ ଓକିଲମାନେ ପ୍ରତିବାଦ ଜଣାଇ କଳାବ୍ୟାଜ ପିନ୍ଧିଥିବା ବେଳେ ଆଜି ଗୋଟିଏ ଦିନ ପାଇଁ ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା।

ଓକିଲଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବାର୍ ଆସୋସିଏସନ୍ ଜଣାଇବା ସହ ରାଜ୍ୟ ବାର୍ କାଉନସିଲର ଅନୁମତି ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରିବାକୁ ବାର୍ ଆସୋସିଏସନ୍ ନିଷ୍ପତ୍ତି ଗ୍ରହଣ କରିଛି। ରାଜ୍ୟର ସମସ୍ତ ବାର୍ ଆସୋସିଏସନ୍ ଏହି ଘଟଣାକୁ ନିନ୍ଦା କରି ଗୋଟିଏ ଦିନ କାର୍ଯ୍ୟବନ୍ଦ କରିବାକୁ ହାଇକୋର୍ଟ ବାର୍ ପକ୍ଷରୁ ଅନୁରୋଧ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story