କେନ୍ଦୁଝର: ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ୩ ମୃତ, ଜଣେ ଗୁରୁତର

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ କପାସପଡ଼ା ନିକଟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ତିନି  ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଟିକିରା ଗାଁର କୁଶ ନାଇକ, ଗୁରୁଚରଣ ନାଇକ ଓ ପଲ୍ଲାଣ ଗାଁର ରଘୁ ମହାରଣା। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ନବ ନାଇକ। ସେ ପଲ୍ଲାଣ ଗାଁର।

kendujhara

Rakesh Mallick
  • Published: Thursday, 10 September 2015
  • , Updated: 10 September 2015, 03:55 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ କପାସପଡ଼ା ନିକଟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ତିନି  ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଟିକିରା ଗାଁର କୁଶ ନାଇକ, ଗୁରୁଚରଣ ନାଇକ ଓ ପଲ୍ଲାଣ ଗାଁର ରଘୁ ମହାରଣା।

ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ନବ ନାଇକ। ସେ ପଲ୍ଲାଣ ଗାଁର।

Related story