ଖୋର୍ଦ୍ଧା: ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ରି’ ଆଡମିସନ୍ ଫି ନେଇ ଅସନ୍ତୋଷ,ତିନି ଦିନ ପାଇଁ କଲେଜ ବନ୍ଦ

ଖୋର୍ଦ୍ଧା:  ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ଦୁଇ ଏବଂ ଯୁକ୍ତ ତିନିରେ ‘ରି’ ଆଡମିସନ୍ ଫି’ ୧୪୦ ଟଙ୍କା ବୃଦ୍ଧି ଘୋଷଣାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ।  ବାରମ୍ବାର ଦାବି ସତ୍ତ୍ୱେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ  ସେମାନଙ୍କ  କଥା  ଶୁଣୁନଥିବା ଯୋଗୁଁ ଆଜି କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀମାନେ କଲେଜର କବାଟ, ଝରକା ଭଙ୍ଗା ରୁଜା କରିବା ସହିତ ଫୁଲକୁଣ୍ଡ ଗୁଡିକ ଫିଙ୍ଗି ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା […]

vlcsnap-2015-09-09-19h32m49s012

Rakesh Mallick
  • Published: Wednesday, 09 September 2015
  • , Updated: 09 September 2015, 05:05 PM IST

ଖୋର୍ଦ୍ଧା:  ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ଦୁଇ ଏବଂ ଯୁକ୍ତ ତିନିରେ ‘ରି’ ଆଡମିସନ୍ ଫି’ ୧୪୦ ଟଙ୍କା ବୃଦ୍ଧି ଘୋଷଣାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ।  ବାରମ୍ବାର ଦାବି ସତ୍ତ୍ୱେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ  ସେମାନଙ୍କ  କଥା  ଶୁଣୁନଥିବା ଯୋଗୁଁ ଆଜି କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀମାନେ କଲେଜର କବାଟ, ଝରକା ଭଙ୍ଗା ରୁଜା କରିବା ସହିତ ଫୁଲକୁଣ୍ଡ ଗୁଡିକ ଫିଙ୍ଗି ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ଏହି ଘଟଣା ପରେ କଲେଜର ଅଧ୍ୟକ୍ଷ ଏକ ଜରୁରୀ କାଳିନ ବୈଠକ ଡାକିବା ସହିତ କଲେଜକୁ ଆସନ୍ତା ତିନିଦିନ ପର୍ଯ୍ୟନ୍ତ ସସପେଣ୍ଡ କରିଛନ୍ତି।

Related story