ଖୋର୍ଦ୍ଧାରେ ଦ୍ୱିତୀୟ ପର୍ଯ୍ୟାୟ ଖାଉଟି କାର୍ଡ ବଣ୍ଟନ

ଖୋର୍ଦ୍ଧା: ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ଖାଉଟି କାର୍ଡ ବଣ୍ଟନ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଛି। ବିଜେବି ହାଇସ୍କୁଲ ଖେଳ ପଡିଆରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ କାର୍ଡ ବାଣ୍ଟନ କରିଥିଲେ। ଏଥିରେ କେନ୍ଦ୍ରାଞ୍ଚଳ ଆରଡିସି ବିକାଶ ମହାପାତ୍ର, ବିଧାୟକ ଶଶୀଭୂଷଣ ବେହେରା, ପ୍ରଶାନ୍ତ ଜଗଦେବ, ବିଜୟ ମହାନ୍ତି, ପ୍ରିୟଦର୍ଶି ମିଶ୍ର ଓ ଜିଲ୍ଲାପାଳ ନିରଞ୍ଜନ ସାହୁଙ୍କ ସମେତ […]

khoda-6

Rakesh Mallick
  • Published: Friday, 30 October 2015
  • , Updated: 30 October 2015, 05:27 AM IST

ଖୋର୍ଦ୍ଧା: ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ଖାଉଟି କାର୍ଡ ବଣ୍ଟନ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଛି। ବିଜେବି ହାଇସ୍କୁଲ ଖେଳ ପଡିଆରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ କାର୍ଡ ବାଣ୍ଟନ କରିଥିଲେ। ଏଥିରେ କେନ୍ଦ୍ରାଞ୍ଚଳ ଆରଡିସି ବିକାଶ ମହାପାତ୍ର, ବିଧାୟକ ଶଶୀଭୂଷଣ ବେହେରା, ପ୍ରଶାନ୍ତ ଜଗଦେବ, ବିଜୟ ମହାନ୍ତି, ପ୍ରିୟଦର୍ଶି ମିଶ୍ର ଓ ଜିଲ୍ଲାପାଳ ନିରଞ୍ଜନ ସାହୁଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକ ଓ ପୌର ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷମାନେ ଯୋଗଦେଇଥିଲେ।

Related story