ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଜଟଣୀ ପୌର କର୍ମଚାରୀ

ଖୋର୍ଦ୍ଧା: ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଟଣୀ ପୌର କାର୍ଯ୍ୟାଳୟ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ପୌର କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ବିରଞ୍ଚି ନାରାୟଣ ଭଟ୍ଟାଚାର୍ଯ୍ୟଙ୍କ ଘର ସମେତ କାର୍ଯ୍ୟାଳୟ ଓ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆଜି ସକାଳୁ ଭିଜିଲାନ୍ସର ୭ଟି ଟିମ୍ ଚଢାଉ କରିଥିଲେ। ବିରଞ୍ଚିଙ୍କ ଘର, ଗେଷ୍ଟ ହାଉସ୍, ୫ ଏକର ଜାଗା ଏବଂ ବହୁ ଦାମୀ ଗାଡ଼ିକୁ ଭିଜିଲାନ୍ସ ଠାବ କରିଛି।

visilance reaid

Rakesh Mallick
  • Published: Tuesday, 22 December 2015
  • , Updated: 22 December 2015, 03:01 PM IST

Related story