କୃଷି ଋଣ ବୀମା ଛାଡ଼ ନେଇ ଧାରଣା

ଭଞ୍ଜନଗର: ୨୦୧୪-୧୫ ବର୍ଷର ମରୁଡି ଘୋଷଣା ହୋଇଥିବା ଅଞ୍ଚଳକୁ କୃଷି ଋଣ ବୀମା ଛାଡ଼ ନେଇ ବୁଗୁଡ଼ା ବ୍ଲକର  ଭଗବାନପୁର ଓ କରଚୁଲି ପଞ୍ଚାୟତର ବୀମାଧାରି କୃଷକମାନେ କରସିଙ୍ଗ୍‌ ଛକ ଓ ଭଗବାନପୁର ମୁଖ୍ୟ ରାସ୍ତାଠାରେ ଟାୟାର ଜାଳି ଧାରଣାରେ ବସିଥିଲେ। ଫଳରେ ଭୁବନେଶ୍ୱର- ଭଞ୍ଜନଗର ଓ ଭୁବନେଶ୍ୱର–ବୁଗୁଡ଼ା ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଦାବି ପୂରଣ ହେଲା ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ବୀମାଧାରୀ ଚାଷୀମାନେ କହିଛନ୍ତି।

drana

Rakesh Mallick
  • Published: Tuesday, 13 December 2016
  • , Updated: 13 December 2016, 08:03 PM IST

Related story