ଲମତାପୁଟ: ମୂର୍ତ୍ତି ବିସର୍ଜନ ବେଳେ ଭାସି ଯାଇଥିବା ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର

ଲମତାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଗୁନେଇପଡ଼ା ପଞ୍ଚାୟତର ବାଉଷଗୁଡ଼ା ଗାଁର ଦୁଇ ଜଣ ଯୁବକ ଗତକାଲି ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ବେଳେ ଉପାପଡ଼ା ନଦୀରେ ଭାସି ଯାଇଥିଲେ। ସେମାନେ ହେଲେ ଲକ୍ଷ୍ମଣ ମାଣ୍ଡି ଓ ସାନ୍ତଲୁମ୍ ମୁଚେମ।  ଆଜି ସେମାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ପୋଲିସ୍ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

lamataput

Rakesh Mallick
  • Published: Wednesday, 23 September 2015
  • , Updated: 23 September 2015, 01:02 PM IST

Related story