ଲାଞ୍ଜିଗଡ: ବେଦାନ୍ତ କମ୍ପାନୀ ସିଇଓଙ୍କୁ ଘେରିଲେ ସ୍ଥାନୀୟ ବାସିନ୍ଦା

ଲାଞ୍ଜିଗଡ: ଲାଞ୍ଜିଗଡରେ ବେଦାନ୍ତ କମ୍ପାନୀର ସିଇଓ ଅବିଜିତ ପତିଙ୍କୁ ଘେରିଛନ୍ତି ୧୦୦ରୁ ଅଧିକ ସ୍ଥାନୀୟ ବାସିନ୍ଦା। କମ୍ପାନୀ ବନ୍ଦ ହେବାର ଆଶଙ୍କା ନେଇ ଗ୍ରାମବାସୀମାନେ କମ୍ପାନୀ କତ୍ତୃପକ୍ଷଙ୍କୁ ଘେରିଛନ୍ତି। ପ୍ରକାଶ ପାଇବା ପରେ ଜୀବନ ଜୀବିକା ହରାଇବା ନେଇ ୧୦୦ରୁ ଉର୍ଦ୍ଧ ସ୍ଥାନୀୟ ବାସିନ୍ଦା କମ୍ପାନୀର ସିଇଓ ଘେରିଥିଲେ। ଲାଞ୍ଜିଗଡରେ କମ୍ପାନୀ ଚାଲୁ ରଖିବାକୁ ନିବେଦନ କରିବା ସହିତ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। କମ୍ପାନୀ ଚାଲୁ ରଖିବା ନିମନ୍ତେ ଅବଶ୍ୟକ ସହଯୋଗ କରିବେ  ବୋଲି […]

lanjigard

lanjigard

Rakesh Mallick
  • Published: Thursday, 10 September 2015
  • Updated: 10 September 2015, 06:06 AM IST

Sports

Latest News

lanjigardଲାଞ୍ଜିଗଡ: ଲାଞ୍ଜିଗଡରେ ବେଦାନ୍ତ କମ୍ପାନୀର ସିଇଓ ଅବିଜିତ ପତିଙ୍କୁ ଘେରିଛନ୍ତି ୧୦୦ରୁ ଅଧିକ ସ୍ଥାନୀୟ ବାସିନ୍ଦା। କମ୍ପାନୀ ବନ୍ଦ ହେବାର ଆଶଙ୍କା ନେଇ ଗ୍ରାମବାସୀମାନେ କମ୍ପାନୀ କତ୍ତୃପକ୍ଷଙ୍କୁ ଘେରିଛନ୍ତି। ପ୍ରକାଶ ପାଇବା ପରେ ଜୀବନ ଜୀବିକା ହରାଇବା ନେଇ ୧୦୦ରୁ ଉର୍ଦ୍ଧ ସ୍ଥାନୀୟ ବାସିନ୍ଦା କମ୍ପାନୀର ସିଇଓ ଘେରିଥିଲେ। ଲାଞ୍ଜିଗଡରେ କମ୍ପାନୀ ଚାଲୁ ରଖିବାକୁ ନିବେଦନ କରିବା ସହିତ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। କମ୍ପାନୀ ଚାଲୁ ରଖିବା ନିମନ୍ତେ ଅବଶ୍ୟକ ସହଯୋଗ କରିବେ  ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ସ୍ଥାନୀୟ ବସିନ୍ଦା। ଯଦି କମ୍ପାନୀ ବନ୍ଦ କରି ଦିଆଯାଏ ତେବେ ଏଠାରୁ ଗୋଟିଏ ବୋଲ୍ଟ ନେବାକୁ ଦେବୁନାହିଁ ବୋଲି ମଧ୍ୟ ସ୍ଥାନୀୟ ବାସିନ୍ଦା ଧମକ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story