ବ୍ରହ୍ମଗିରି:ମଶାଣି ନିକଟ ଜଙ୍ଗଲରୁ ୫ଟି ମଣିଷ ଖପୁରୀ ଉଦ୍ଧାର

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ପଲଙ୍ଗ ଗାଁର ମଶାଣି ନିକଟ ଜଙ୍ଗଲରୁ ଏକ ଜରି ଅଖା ଭିତରୁ ୫ଟି ମଣିଷ ଖପୁରୀ ଉଦ୍ଧାର କରାଯାଇଛି। ଜଙ୍ଗଲକୁ ଯାଇଥିବା ବେଳେ ଏହି ଆଖାକୁ ସ୍ଥାନୀୟ ଲୋକେ ଦେଖିଥିଲେ। ଖପୁରୀ ଥିବା ଦେଖି ସ୍ଥାନୀୟ ଲୋକେ ଅଖାକୁ ଗାଁକୁ ନେଇ ଆସିଥିଲେ। ଏତେ ସଂଖ୍ୟକ ମଣିଷ ଖପୁରୀ ମିଳିଥିବାରୁ ଲୋକଙ୍କ ମନରେ ଆଶଙ୍କା ଦେଖାଯାଇଛି। ଏ ନେଇ ଗାଁ ଲୋକେ ପୋଲିସ୍‌ରେ ଖବର ଦେଇଥିଲେ।

khapuri

Rakesh Mallick
  • Published: Saturday, 27 August 2016
  • , Updated: 27 August 2016, 08:42 AM IST

Related story