ଟିଟିଲାଗଡ: ମରୁଡ଼ି ଅଞ୍ଚଳ ଘୋଷଣା ଦାବିରେ ବିଜେପିର ରାସ୍ତାରୋକ

ଟିଟିଲାଗଡ: ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ ନିର୍ବାଚନ ମଣ୍ଡଳୀକୁ ମରୁଡ଼ି ପ୍ରଭାବିତ ଅଞ୍ଚଳ ଘୋଷଣା କରିବା ଦାବି ନେଇ ବୁଧବାର ବିଜେପି ତରଫରୁ ସଇଁତଳାଠାରେ ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ସଇଁତଳା ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ୧୫ ଦିନ ମଧ୍ୟରେ ମରୁଡ଼ି ଅଞ୍ଚଳ ଘୋଷଣା ସହିତ ଚାଷୀଙ୍କୁ ସହାୟତା ନକଲେ ଆନ୍ଦୋଳନ ତୀବ୍ରତର ହେବ […]

mayurbhanja-marudi

Rakesh Mallick
  • Published: Wednesday, 28 October 2015
  • , Updated: 28 October 2015, 03:05 PM IST

ଟିଟିଲାଗଡ: ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ ନିର୍ବାଚନ ମଣ୍ଡଳୀକୁ ମରୁଡ଼ି ପ୍ରଭାବିତ ଅଞ୍ଚଳ ଘୋଷଣା କରିବା ଦାବି ନେଇ ବୁଧବାର ବିଜେପି ତରଫରୁ ସଇଁତଳାଠାରେ ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ସଇଁତଳା ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ୧୫ ଦିନ ମଧ୍ୟରେ ମରୁଡ଼ି ଅଞ୍ଚଳ ଘୋଷଣା ସହିତ ଚାଷୀଙ୍କୁ ସହାୟତା ନକଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଧମକ ଦେଇଛନ୍ତି ବିଜେପିର ସ୍ଥାନୀୟ କର୍ମକର୍ତ୍ତା।

Related story