ନବରଙ୍ଗପୁରରେ ପୁଣି ଜଣେ ଶିଶୁକୁ ଚେଙ୍କ ଅଭିଯୋଗ

ନବରଙ୍ଗପୁର: ପାପଡ଼ାହାଣ୍ଡି ବ୍ଲକ ମୁଣ୍ଡାଗୁଡ଼ା ଗାଁରେ ଜଣେ ବର୍ଷକର ଶିଶୁକୁ ଚେଙ୍କ ଦିଆଯାଇ ଥିବା ଅଭିଯୋଗ ହୋଇଛି। ଶିଶୁଟିକୁ ଗୁରୁତର ଅବସ୍ଥାରେ ଆଜି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ଷକର ଶିଶୁକୁ  ପେଟ ବ୍ୟଥା ହେବାରୁ ତା’ର ବାପା ପୁଅକୁ ଚେଙ୍କ ଦେଇଥିଲେ। ଗତକାଲି ଶିଶୁଟିକୁ  ପାପଡାହାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ଶିଶୁଟିର ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ଆଜି ତାକୁ ନବରଙ୍ଗପୁର  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ଶିଶୁ ବାପା କହିଛନ୍ତି, “ଗୁରୁବାର […]

nabarangpur

nabarangpur

Rakesh Mallick
  • Published: Saturday, 02 July 2016
  • Updated: 02 July 2016, 08:04 PM IST

Sports

Latest News

ନବରଙ୍ଗପୁର: ପାପଡ଼ାହାଣ୍ଡି ବ୍ଲକ ମୁଣ୍ଡାଗୁଡ଼ା ଗାଁରେ ଜଣେ ବର୍ଷକର ଶିଶୁକୁ ଚେଙ୍କ ଦିଆଯାଇ ଥିବା ଅଭିଯୋଗ ହୋଇଛି। ଶିଶୁଟିକୁ ଗୁରୁତର ଅବସ୍ଥାରେ ଆଜି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବର୍ଷକର ଶିଶୁକୁ  ପେଟ ବ୍ୟଥା ହେବାରୁ ତା’ର ବାପା ପୁଅକୁ ଚେଙ୍କ ଦେଇଥିଲେ। ଗତକାଲି ଶିଶୁଟିକୁ  ପାପଡାହାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ଶିଶୁଟିର ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ଆଜି ତାକୁ ନବରଙ୍ଗପୁର  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 ଶିଶୁ ବାପା କହିଛନ୍ତି, “ଗୁରୁବାର ସନ୍ଧ୍ୟାବେଳେ ପୁଅର ପେଟବ୍ୟଥା ହେଲା। ପୁଅର ପେଟବ୍ୟଥା ଭଲ ହେବା ପାଇଁ  ଚେଙ୍କ ଦେଇଥିଲି। ପୁଅର ଦେହ ଭଲ ନ ହେବାରୁ ଡାକ୍ତରଖାନାକୁ ଆଣିଥିଲୁ।  ପୁଅ ଏବେ ଭଲ ଅଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story