ନବରଙ୍ଗପୁର: ବିବାଦୀୟ ମନ୍ତବ୍ୟକୁ ନେଇ ଜିଲ୍ଲାପାଳଙ୍କ ନାଁରେ ଏତଲା

ନବରଙ୍ଗପୁର: ନବରଙ୍ଗପୁର ଲୋକ ମହୋତ୍ସବ ‘ମଣ୍ଡେଇ’ର ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳଙ୍କ ମନ୍ତବ୍ୟ ବିରୋଧରେ ଜିଲ୍ଲା ଜନଜାତି ସୁରକ୍ଷାମଞ୍ଚ ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯାଇଛି। ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା ଉଦଜୀବିତ କରିବା ପାଇଁ ଜିଲ୍ଲା ମହୋତ୍ସବ ଆୟୋଜନ କରାଯାଉଥିବାବେଳେ ଜିଲ୍ଲାପାଳ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି। ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ମଞ୍ଚ ରାଜରାସ୍ତାକୁ ଓହ୍ଲାଇବ ବୋଲି ଧମକ ଦେଇଛି।

nabarangpur

Rakesh Mallick
  • Published: Sunday, 27 December 2015
  • , Updated: 27 December 2015, 04:29 AM IST

ନବରଙ୍ଗପୁର: ନବରଙ୍ଗପୁର ଲୋକ ମହୋତ୍ସବ 'ମଣ୍ଡେଇ'ର ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳଙ୍କ ମନ୍ତବ୍ୟ ବିରୋଧରେ ଜିଲ୍ଲା ଜନଜାତି ସୁରକ୍ଷାମଞ୍ଚ ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯାଇଛି। ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା ଉଦଜୀବିତ କରିବା ପାଇଁ ଜିଲ୍ଲା ମହୋତ୍ସବ ଆୟୋଜନ କରାଯାଉଥିବାବେଳେ ଜିଲ୍ଲାପାଳ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି। ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ମଞ୍ଚ ରାଜରାସ୍ତାକୁ ଓହ୍ଲାଇବ ବୋଲି ଧମକ ଦେଇଛି।

Related story