ପାରାଦୀପ ବନ୍ଦର: ତୁଟୁନି ଷ୍ଟିଭେଡରିଂ ବିବାଦ

ପାରାଦୀପ: ପାରାଦୀପ ବନ୍ଦରରେ ଦେଖା ଦେଇଥିବା ଷ୍ଟିଭେଡରିଂ ବିବାଦ ତୁଟିବାର ନାଁ ଧରୁନି । ଏଥିପାଇଁ ବନ୍ଦର ନିଷିଦ୍ଧାଞ୍ଚଳରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଜାରି ରହିଛି। ବିଶ୍ୱକର୍ମା ପୂଜା ପାଇଁ ଆଜି କାମ ବନ୍ଦ ରହିଛି। ତେବେ ଗତକାଲି ପରି ଆଜି ମଧ୍ୟ ବନ୍ଦରର ସମସ୍ତ ଷ୍ଟେକ ହୋଲ୍ଡର, ସି-ବେଜ୍ ସିପିଂକୁ ବିରୋଧ କରିଛନ୍ତି। ଫଳରେ ବନ୍ଦରର ସିକ୍ୟୁ-ୱାନ୍ ବର୍ଥରେ ଲାଗିଥିବା ଏମ୍.ଭି. ହାର୍ମ ଜାହାଜରୁ ପଣ୍ୟଦ୍ରବ୍ୟ ଖଲାସ ହୋଇପାରୁନାହିଁ। ବିବାଦ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି […]

paradeep

Rakesh Mallick
  • Published: Thursday, 17 September 2015
  • , Updated: 17 September 2015, 05:56 PM IST

ପାରାଦୀପ: ପାରାଦୀପ ବନ୍ଦରରେ ଦେଖା ଦେଇଥିବା ଷ୍ଟିଭେଡରିଂ ବିବାଦ ତୁଟିବାର ନାଁ ଧରୁନି । ଏଥିପାଇଁ ବନ୍ଦର ନିଷିଦ୍ଧାଞ୍ଚଳରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଜାରି ରହିଛି। ବିଶ୍ୱକର୍ମା ପୂଜା ପାଇଁ ଆଜି କାମ ବନ୍ଦ ରହିଛି। ତେବେ ଗତକାଲି ପରି ଆଜି ମଧ୍ୟ ବନ୍ଦରର ସମସ୍ତ ଷ୍ଟେକ ହୋଲ୍ଡର, ସି-ବେଜ୍ ସିପିଂକୁ ବିରୋଧ କରିଛନ୍ତି। ଫଳରେ ବନ୍ଦରର ସିକ୍ୟୁ-ୱାନ୍ ବର୍ଥରେ ଲାଗିଥିବା ଏମ୍.ଭି. ହାର୍ମ ଜାହାଜରୁ ପଣ୍ୟଦ୍ରବ୍ୟ ଖଲାସ ହୋଇପାରୁନାହିଁ। ବିବାଦ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କ। ଥିବାରୁ ସେଠାରେ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ ଓ ସ୍ଥାନୀୟ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।

Related story