ପାରଳାଖେମୁଣ୍ଡି: ଭକ୍ତ କବି ଗୋପାଳକୃଷ୍ଣଙ୍କ ସ୍ମୃତିଚାରଣ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଟାଉନ ହଲରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ଭକ୍ତ କବି ଗୋପାଳକୃଷ୍ଣଙ୍କ ସ୍ମୃତି ସନ୍ଧ୍ୟା ପାଳିତ ହୋଇଯାଇଛି । ଭକ୍ତି ସଙ୍ଗୀତ ସଂସଦ ସହଯୋଗରେ ଏହି ସଭା ଆୟୋଜିତ ହୋଇଥିଲା । ସଂସଦ ସଭାପତି ବସନ୍ତ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜିଲ୍ଲାପାଳ ମାନସୀ ନିମ୍ବାଲ ମୁଖ୍ୟଅତିଥି, ଅଧ୍ୟାପକ ଡ. କାହ୍ନୁଚରଣ ପାଢୀ ମୁଖ୍ୟବକ୍ତା, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ଧିରେନ୍ଦ୍ର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୋପାଳକୃଷ୍ଣଙ୍କ […]

paralakhemundi

paralakhemundi

Rakesh Mallick
  • Published: Wednesday, 09 September 2015
  • Updated: 09 September 2015, 05:09 AM IST

paralakhemundiପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଟାଉନ ହଲରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ଭକ୍ତ କବି ଗୋପାଳକୃଷ୍ଣଙ୍କ ସ୍ମୃତି ସନ୍ଧ୍ୟା ପାଳିତ ହୋଇଯାଇଛି । ଭକ୍ତି ସଙ୍ଗୀତ ସଂସଦ ସହଯୋଗରେ ଏହି ସଭା ଆୟୋଜିତ ହୋଇଥିଲା । ସଂସଦ ସଭାପତି ବସନ୍ତ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜିଲ୍ଲାପାଳ ମାନସୀ ନିମ୍ବାଲ ମୁଖ୍ୟଅତିଥି, ଅଧ୍ୟାପକ ଡ. କାହ୍ନୁଚରଣ ପାଢୀ ମୁଖ୍ୟବକ୍ତା, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ଧିରେନ୍ଦ୍ର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୋପାଳକୃଷ୍ଣଙ୍କ ଦ୍ୱାରା ରଚିତ ଭକ୍ତି ସଙ୍ଗୀତ ଉପରେ ଆଲୋକପାତ କରିଥିଲେ । ପୂର୍ବରୁ ଆୟୋଜିତ ବିଦ୍ୟାଳୟସ୍ତରୀୟ ସଙ୍ଗୀତ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଭକ୍ତ କବି ଗୋପାଳକୃଷ୍ଣଙ୍କ ଦ୍ୱାରା ରଚିତ କବିତା ଗାନ କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story