ପାରିବାରିକ କଳହରୁ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ଭୁବନେଶ୍ୱରର ରସୁଲଗଡ଼ ସ୍ଥିତ  ମଙ୍ଗଳା ମନ୍ଦିର ନିକଟରେ  ପାରିବାରିକ କଳହକୁ କେନ୍ଦ୍ର କରି ଆଜି ଜଣେ ବ୍ୟକ୍ତି ଆତ୍ମାହୁତି ଉଦ୍ୟମ କରିଥିଲେ। ତାଙ୍କ ନାମ ରମେଶ ବାରିକ। ରମେଶଙ୍କ ଶରୀରର ୩୫ରୁ ୪୦ ଭାଗ ପୋଡ଼ି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ୍‌ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବଡ଼ ମେଡିକାଲ ସ୍ତାନାନ୍ତର କରାଯାଇଛି। ରସୁଲଗଡ଼ କେନାଲ ବନ୍ଧରେ ରହୁଥିବା ରମେଶ ବାରିକ ହଠାତ୍‌ ନିଜ ଦେହରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ […]

bhubanswar...

Rakesh Mallick
  • Published: Friday, 13 January 2017
  • , Updated: 13 January 2017, 11:51 AM IST

ଭୁବନେଶ୍ୱର: ଭୁବନେଶ୍ୱରର ରସୁଲଗଡ଼ ସ୍ଥିତ  ମଙ୍ଗଳା ମନ୍ଦିର ନିକଟରେ  ପାରିବାରିକ କଳହକୁ କେନ୍ଦ୍ର କରି ଆଜି ଜଣେ ବ୍ୟକ୍ତି ଆତ୍ମାହୁତି ଉଦ୍ୟମ କରିଥିଲେ। ତାଙ୍କ ନାମ ରମେଶ ବାରିକ। ରମେଶଙ୍କ ଶରୀରର ୩୫ରୁ ୪୦ ଭାଗ ପୋଡ଼ି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ୍‌ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବଡ଼ ମେଡିକାଲ ସ୍ତାନାନ୍ତର କରାଯାଇଛି।

ରସୁଲଗଡ଼ କେନାଲ ବନ୍ଧରେ ରହୁଥିବା ରମେଶ ବାରିକ ହଠାତ୍‌ ନିଜ ଦେହରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲେ। ଉପସ୍ଥିତ ଲୋକମାନେ ତୁରନ୍ତ ତାଙ୍କ ଉପରେ ପାଣି ଢାଳିବା ସହ ଆମ୍ବୁଲାନ୍ସ ଡକାଇ କ୍ୟାପିଟାଲ ହସପିଟାଲ୍‌ ପଠାଇ ଦେଇଥିଲେ।

Related story