ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଟୋଲ ଗେଟକୁ ନେଇ ୨ ପିଟିସନ ଦାଖଲ

ପୁରୀ:  ପୁରୀ-ଭୁବନେଶ୍ୱର ୩୧୬ ନମ୍ୱର ଜାତୀୟ ରାଜପଥ ଜୟଶପାଟଣା ଟୋଲ ଗେଟକୁ ନେଇ ୨ଟି ପିଟିସନ ଦାଖଲ କରାଯାଇଛି। ଜିଲ୍ଲାପାଳଙ୍କ ନିକଟରେ ଏହି ୨ଟି ପିଟିସନ୍ ଦାଖଲ କରିଛନ୍ତି ଆଡଭୋକେଟ ନିଶିକାନ୍ତ ମିଶ୍ର। ଗୋଟିଏରେ ଜାତୀୟ ରାଜପଥ ବିଭାଗର ରୁଲ ୮କୁ ଅବଜ୍ଞା କରାଯାଇ ପିପିଲି ସହର ଠାରୁ ମାତ୍ର ୩୦୦ମିଟର ଦୂରରେ ଟୋଲ ଗେଟ କରାଯାଇଛି ବୋଲି ଦର୍ଶାଯାଇଛି। ଅନ୍ୟଟିରେ ଟୋଲ୍ ଆଦାୟ ସ୍ଥଗିତ କରିବା ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅବମାନନା କରି ଅଗଷ୍ଟ ୨୪ରେ […]

vlcsnap-2015-08-30-07h59m51s034

vlcsnap-2015-08-30-07h59m51s034

Rakesh Mallick
  • Published: Sunday, 30 August 2015
  • Updated: 30 August 2015, 02:49 AM IST

ପୁରୀ:  ପୁରୀ-ଭୁବନେଶ୍ୱର ୩୧୬ ନମ୍ୱର ଜାତୀୟ ରାଜପଥ ଜୟଶପାଟଣା ଟୋଲ ଗେଟକୁ ନେଇ ୨ଟି ପିଟିସନ ଦାଖଲ କରାଯାଇଛି। ଜିଲ୍ଲାପାଳଙ୍କ ନିକଟରେ ଏହି ୨ଟି ପିଟିସନ୍ ଦାଖଲ କରିଛନ୍ତି ଆଡଭୋକେଟ ନିଶିକାନ୍ତ ମିଶ୍ର। ଗୋଟିଏରେ ଜାତୀୟ ରାଜପଥ ବିଭାଗର ରୁଲ ୮କୁ ଅବଜ୍ଞା କରାଯାଇ ପିପିଲି ସହର ଠାରୁ ମାତ୍ର ୩୦୦ମିଟର ଦୂରରେ ଟୋଲ ଗେଟ କରାଯାଇଛି ବୋଲି ଦର୍ଶାଯାଇଛି। ଅନ୍ୟଟିରେ ଟୋଲ୍ ଆଦାୟ ସ୍ଥଗିତ କରିବା ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅବମାନନା କରି ଅଗଷ୍ଟ ୨୪ରେ ଟୋଲ୍ ଆଦାୟ କରାଯାଇଥିବା ଅଭିଯୋଗ କରାଯାଇଛି । ପିଟିସନ ଦାଖଲ ପରେ ତଦନ୍ତ ପାଇଁ ଉପ ଜିଲ୍ଲାପାଳଙ୍କୁ ନିଦ୍ଦେର୍ଶ ଦେଇଛନ୍ତି ଜିଲ୍ଲାପାଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story