ପୁରୀ ମୁଖ୍ୟ ଚିକିତ୍ସାଳୟରେ ଆଉ ୨ ଡେଙ୍ଗୁ ରୋଗୀ

ପୁରୀ: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ଆଉ ୨ଡେଙ୍ଗୁ ରୋଗୀ। ସେମାନେ ହେଲେ ବାଲିଘାଇ ଭୂଆଁର ସମ୍ୱିତ କୁମାର ଓ ବ୍ରହ୍ମଗିରି ଭୂବନପତିର ଦୀପକ କୁମାର ବାରିକ। ଫଳରେ ପୁରୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ସମ୍ୱିତ ଦିଲ୍ଲୀରେ ଥିବା ସମୟରେ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ ଓ ତାଙ୍କ ରକ୍ତରେ ଡେଙ୍ଗୁ ଚିହ୍ନଟ ହୋଇଥିଲା। ତଥାପି ତାଙ୍କ ରକ୍ତ ନମୂନା ପୁଣିଥରେ ପରୀକ୍ଷା କରାଯିବ ବୋଲି ଏଡିଏମ୍ଓ କହିଛନ୍ତି।

puri

puri

Rakesh Mallick
  • Published: Saturday, 19 September 2015
  • Updated: 19 September 2015, 04:19 AM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story