ମହାପ୍ରଭୁଙ୍କ ରଥ ଖଳା ଚଳଚଞ୍ଚଳ

ପୁରୀ: ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆଜିଠାରୁ ଚଳଚଞ୍ଚଳ ହୋଇ ଉଠିଛି ରଥଖଳା। ତିନି ରଥର ବିଶ୍ୱକର୍ମାମାନେ ପ୍ରାରମ୍ଭିକ ଭାବେ ତୁମ୍ବ ନିର୍ମାଣ କାମ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟରେ ୯ ଜଣ ମହାରଣାଙ୍କ ସହ ୯ଜଣ ଭୋଇ ସେବକ ନିୟୋଜିତ ହୋଇଛନ୍ତି। କରତି ମହାରଣାମାନେ ବଡବଡ କାଠକୁ କରତରେ କାଟିବା କାମ ଆରମ୍ଭ କରିଛନ୍ତି। ଭୋଇ ସେବକମାନେ ପବିତ୍ର ଅକ୍ଷୟ ତୃତୀୟାରୁ ଉପବାସ ରହି ନିଷ୍ଠାର ସହ ରଥ ନିର୍ମାଣ କାମରେ ଲାଗି ପଡିଛନ୍ତି। ମହାପ୍ରଭୁଙ୍କ […]

puri jagannath temple

puri jagannath temple

Rakesh Mallick
  • Published: Sunday, 30 April 2017
  • Updated: 30 April 2017, 07:18 PM IST

Sports

Latest News

ପୁରୀ: ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆଜିଠାରୁ ଚଳଚଞ୍ଚଳ ହୋଇ ଉଠିଛି ରଥଖଳା। ତିନି ରଥର ବିଶ୍ୱକର୍ମାମାନେ ପ୍ରାରମ୍ଭିକ ଭାବେ ତୁମ୍ବ ନିର୍ମାଣ କାମ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟରେ ୯ ଜଣ ମହାରଣାଙ୍କ ସହ ୯ଜଣ ଭୋଇ ସେବକ ନିୟୋଜିତ ହୋଇଛନ୍ତି।

କରତି ମହାରଣାମାନେ ବଡବଡ କାଠକୁ କରତରେ କାଟିବା କାମ ଆରମ୍ଭ କରିଛନ୍ତି। ଭୋଇ ସେବକମାନେ ପବିତ୍ର ଅକ୍ଷୟ ତୃତୀୟାରୁ ଉପବାସ ରହି ନିଷ୍ଠାର ସହ ରଥ ନିର୍ମାଣ କାମରେ ଲାଗି ପଡିଛନ୍ତି। ମହାପ୍ରଭୁଙ୍କ ତିନି ରଥ ପାଇଁ ୪୨ଗୋଟି ତୁମ୍ବ ନିର୍ମାଣ ହେବ। ଏଥିପାଇଁ ୩୬ ଖଣ୍ଡ ଫାଶୀକାଠ ରଥଖଳାରେ ମହଜୁଦ ଅଛି।  ଆହୁରି ଆବଶ୍ୟକ କାଠ ଖପୁରିଆ ମିଲରୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story