ପୁରୀ:ରାଜଭବନ ପାଖ ଜବରଦଖଲ ଜମିକୁ ଅକ୍ତିଆର କଲା ପ୍ରଶାସନ  

ପୁରୀ: ପୁରୀ ସମୁଦ୍ରକୂଳ ରାଜଭବନ ପଛପଟେ ଦୀର୍ଘ ବର୍ଷ ଧରି ଗଢି ଉଠିଥିବା ଆଶ୍ରମକୁ ଜିଲ୍ଲାପ୍ରଶାସନ ଉଚ୍ଛେଦ କରିଛି। ପ୍ରାୟ ଅଧ ଏକର ଜାଗାକୁ ଜବରଦଖଲ କରି କିଛି ଲୋକ ମାଙ୍କେଡି ମାଙ୍କ ମନ୍ଦିର ତୋଳିଥିଲେ। ପରବର୍ତ୍ତୀ ସମୟରେ ଜଣେ ସାଧୁ ଆସି ଏଠାରେ ଆଶ୍ରମ କରିଥିଲେ ଯାହାକୁ ସାଇକେଲ ବାବା ଆଶ୍ରମ କୁହାଯାଉଥିଲା।  ଆଜି ୨ପ୍ଲାଟୁନ ପୋଲିସ ର୍ଫେ।ସ ମୁତୟନରେ ପୁରୀ ସଚିବ ଉପସ୍ଥିତିରେ ୨ଟି ଡୋଜର ସାହାର୍ଯ୍ୟରେ ଭାଙ୍ଗିଦିଆଯାଇଛି। ଉଚ୍ଛେଦ ସମୟରେ ପୁରୀ ପୌରସଂସ୍ଥାର […]

puri

puri

Rakesh Mallick
  • Published: Wednesday, 09 September 2015
  • Updated: 09 September 2015, 01:56 PM IST

Sports

Latest News

ପୁରୀ: ପୁରୀ ସମୁଦ୍ରକୂଳ ରାଜଭବନ ପଛପଟେ ଦୀର୍ଘ ବର୍ଷ ଧରି ଗଢି ଉଠିଥିବା ଆଶ୍ରମକୁ ଜିଲ୍ଲାପ୍ରଶାସନ ଉଚ୍ଛେଦ କରିଛି। ପ୍ରାୟ ଅଧ ଏକର ଜାଗାକୁ ଜବରଦଖଲ କରି କିଛି ଲୋକ ମାଙ୍କେଡି ମାଙ୍କ ମନ୍ଦିର ତୋଳିଥିଲେ। ପରବର୍ତ୍ତୀ ସମୟରେ ଜଣେ ସାଧୁ ଆସି ଏଠାରେ ଆଶ୍ରମ କରିଥିଲେ ଯାହାକୁ ସାଇକେଲ ବାବା ଆଶ୍ରମ କୁହାଯାଉଥିଲା।  ଆଜି ୨ପ୍ଲାଟୁନ ପୋଲିସ ର୍ଫେ।ସ ମୁତୟନରେ ପୁରୀ ସଚିବ ଉପସ୍ଥିତିରେ ୨ଟି ଡୋଜର ସାହାର୍ଯ୍ୟରେ ଭାଙ୍ଗିଦିଆଯାଇଛି। ଉଚ୍ଛେଦ ସମୟରେ ପୁରୀ ପୌରସଂସ୍ଥାର ଏଭିକିସନ ଅଫିସର ଅଭିମନ୍ୟୁ ବେହେରା ଓ ତହସିଲଦାର ଶୁଭାନନ୍ଦ ମହାପାତ୍ରଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦ ସମୟରେ ସ୍ଥାନୀୟ ବାସିନ୍ଦା ବିରୋଧ ପ୍ରଦର୍ଶନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story